ଟିମ୍‌କୁ ଚମ୍ପିୟନ କରିଥିବାରୁ ରାହୁଲ ଦ୍ରାଭିଡଙ୍କ ଉପରେ ହେଲା ଧନ ବର୍ଷା, ମିଳିଲା ଏତିକି କୋଟି ଟଙ୍କା

0

ଟିମ ଇଣ୍ଡିଆ ଟି -୨୦ ବିଶ୍ୱକପ ୨୦୨୪ରେ ଟାଇଟଲ ଜିତି ଇତିହାସ ସୃଷ୍ଟି କରିଛି। ଏହି ଟୁର୍ନାମେଣ୍ଟରେ ଟ୍ରଫି ଜିତିବା ପାଇଁ ବିସିସିଆଇ ଭାରତୀୟ ଦଳକୁ ୧୨୫ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି। ଏଥିରେ ଖେଳାଳିମାନେ ୫-୫ କୋଟି ଟଙ୍କା ପାଇବେ, କିନ୍ତୁ ଆପଣ ଜାଣନ୍ତି କି ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କୁ ପୁରସ୍କାର ରାଶି ଭାବରେ ବୋର୍ଡ କେତେ ଟଙ୍କା ଦେବାକୁ ଯାଉଛି। ଆସନ୍ତୁ ଜାଣିବା

Leave A Reply

Your email address will not be published.