୩ ଦିନରେ ୧୦୦ କୋଟି ଆୟ କଲା Race 3

ସଲମାନ ଖାନ୍ ଓ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡେଜ ତାରକାଙ୍କ ଅଭିନୀତ ‘Race 3’  ର ବଡ ସଫଳତା । ମାତ୍ର ୩ ଦିନରେ ଆୟ କଲା ୧୦୦ କୋଟିରୁ ଅଧିକ ଟଙ୍କା । ଭାଇଜାନଙ୍କ ଅଭିନୀତ ଏହା ଥିଲା ୧୩ତମ ଫିଲ୍ମ ଯାହାର ଆୟ ୧୦୦ କୋଟିରୁ ଉର୍ଦ୍ଧ ହୋଇଥିବାର ରେକର୍ଡ ହୋଇଛି । ୨୦୧୮ ମସିହାରେ ମୁକ୍ତି ଲାଭ କରିଥିବା ସମସ୍ତ ଚଳଚ୍ଚିତ୍ର ମଧ୍ୟରୁ ‘Race 3’ ର ଆୟ ଅଧିକ ଥିବାର ସୂଚନା ମିଳିଛି । ଭାଇଜାନ୍ ଯେତେ ପୁରୁଣା ହେଲେ ବି ତାଙ୍କ ଅଭିନୟ ସେତେ  ଦମଦାର ବୋଲି ଏଥିରୁ ଜଣା ପଡିଛି ।

Comments are closed.