ଅସୁସ୍ଥ ହେଲେ ପୁରୀ ଲୋକସଭା ପ୍ରାର୍ଥୀ

ଶୋଭାଯାତ୍ରାରେ ସମୟରେ ଅସୁସ୍ଥ ହୋଇଛନ୍ତି ପୁରୀ ବିଜେଡି ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ। ଶୋଭାଯାତ୍ରା ଚାଲିଥିବା ସମୟରେ ପିପିଲି ହାଟ ଛକ ନିକଟରେ ଗ୍ରୁପ ଅସୁସ୍ଥ ହୋଇପଡିଥିଲେ।

Comments are closed.