ଫିଟନେସ୍ କୁ ନେଇ ବିରାଟଙ୍କ ଚ୍ୟାଲେଞ୍ଜ କୁ ଗ୍ରହଣ କଲେ ମୋଦି, twitter ରେ ଅପଲୋଡ କଲେ ଭିଡିଓ

ଭାରତୀୟ କ୍ରିକେଟ୍ ଟିମର ଅଧିନାୟକ ବିରାଟ କୋହଲି ଫିଟନେସ୍ କୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ । ମୋଦି ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିି ସକାଳ ବ୍ୟାୟମ ମାଧ୍ୟମରେ twitter ରେ ପୋଷ୍ଟ୍ କରିଛନ୍ତି । ପ୍ରକୃତିର ଏହି ପଞ୍ଚତତ୍ତ୍ୱ ତଥା ପୃଥିବୀ, ଜଳ, ବାୟୁ, ଅଗ୍ନି ଓ ଆକାଶକୁ ନେଇ ମୋଦି ଏହି ବ୍ୟାୟମର ମହତ୍ତ୍ୱ ଜଣାଇଛନ୍ତି । ପରେ କର୍ଣ୍ଣାଟକର ମୁଖ୍ୟ ମନ୍ତୀ କୁମାରସ୍ୱାମୀଙ୍କୁ ଏହି ଚ୍ୟାଲେଞ୍ଜ ଦେଇଛନ୍ତି ।

Comments are closed.