ଫିଟନେସ୍ କୁ ନେଇ ବିରାଟଙ୍କ ଚ୍ୟାଲେଞ୍ଜ କୁ ଗ୍ରହଣ କଲେ ମୋଦି, twitter ରେ ଅପଲୋଡ କଲେ ଭିଡିଓ
ଭାରତୀୟ କ୍ରିକେଟ୍ ଟିମର ଅଧିନାୟକ ବିରାଟ କୋହଲି ଫିଟନେସ୍ କୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ । ମୋଦି ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିି ସକାଳ ବ୍ୟାୟମ ମାଧ୍ୟମରେ twitter ରେ ପୋଷ୍ଟ୍ କରିଛନ୍ତି । ପ୍ରକୃତିର ଏହି ପଞ୍ଚତତ୍ତ୍ୱ ତଥା ପୃଥିବୀ, ଜଳ, ବାୟୁ, ଅଗ୍ନି ଓ ଆକାଶକୁ ନେଇ ମୋଦି ଏହି ବ୍ୟାୟମର ମହତ୍ତ୍ୱ ଜଣାଇଛନ୍ତି । ପରେ କର୍ଣ୍ଣାଟକର ମୁଖ୍ୟ ମନ୍ତୀ କୁମାରସ୍ୱାମୀଙ୍କୁ ଏହି ଚ୍ୟାଲେଞ୍ଜ ଦେଇଛନ୍ତି ।
Here are moments from my morning exercises. Apart from Yoga, I walk on a track inspired by the Panchtatvas or 5 elements of nature – Prithvi, Jal, Agni, Vayu, Aakash. This is extremely refreshing and rejuvenating. I also practice
breathing exercises. #HumFitTohIndiaFit pic.twitter.com/km3345GuV2— Narendra Modi (@narendramodi) June 13, 2018
Comments are closed.