ସ୍ୱାଧୀନତା ଅବସରରେ ମୋଦୀଙ୍କର ଦମଦାର୍ ଅଫର

ଆସନ୍ତା କାଲି ସାରା ଭାରତବର୍ଷରେ ପାଳନ ହେବାକୁ ଯାଉଛି ୭୨ତମ ସ୍ୱାଧୀନତା ଦିବସ । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନତାଙ୍କ ପାଇଁ ‘ଆୟୁଷ୍ମାନ ଯୋଜନା’ର ଘୋଷଣା କରିବେ ସୂଚନା ମିଳିଛି । ଯାହକି କେତେକ ସ୍ୱତନ୍ତ୍ର ଜିଲ୍ଲା ଚିକିତ୍ସାଳୟମାନଙ୍କରେ କାର୍ଯ୍ୟକାରୀ ହେବ । କେନ୍ଦ୍ର ସରକାରଙ୍କ ରାଷ୍ଟୀୟ ସ୍ୱାସ୍ଥ୍ୟ ସେବାରେ ଅନ୍ତର୍ଭୁକ୍ତ ଏହି ଆୟୁଷ୍ମାନ ଯୋଜନାର ସମ୍ପୂର୍ଣ୍ଣ ବିବରଣୀ ଆସନ୍ତା ସେପ୍ଟେମ୍ବର ୨୫ ପରେ ପ୍ରକାଶ ପାଇବ । ଏଥିରେ ଭାରତର ପ୍ରାୟ ୧୦ କୋଟି ପରିବାରଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଯେଗାଇଦେବାର ଲକ୍ଷ୍ୟ ରଖାଯାଇଛି ।

Comments are closed.