ପ୍ଲେନ୍‌ କ୍ରାସ୍‌ରେ ମୃତ ୪ ଓଡ଼ିଆଙ୍କ ଶେଷକୃତ୍ୟ

ନେପାଳରେ ପ୍ଲେନ୍‌ କ୍ରାସ୍‌ରେ ମୃତ୍ୟୁବରଣ କରିଥିବା ୪ ଓଡ଼ିଆଙ୍କ ହୋଇଛି ଶେଷକୃତ୍ୟ । ଅଶୋକ ତ୍ରିପାଠୀ, ତାଙ୍କ ପତ୍ନୀ ବୈଭବୀ ତ୍ରିପାଠୀ, ପୁଅ ଓ ଝିଅଙ୍କ ମରଶରୀରକୁ ଅଶୋକଙ୍କ ଭାଇଙ୍କୁ ହସ୍ତାନ୍ତର କରାଯାଇଥିଲା ।

କାଠମାଣ୍ଡୁରେ ୪ ଜଣଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଅଶୋକଙ୍କ ସମ୍ପର୍କୀୟ ଭାଇ କାନନ ତ୍ରିପାଠୀ ।

Comments are closed.