ରୋବଟ୍ କରିବ ଆଖି ସର୍ଜରୀ, ପ୍ରମାଣ କଲା Oxford

ମେଡିକାଲ କ୍ଷେତ୍ରରେ ରୋବଟ କେତେଯେ ସାହାର୍ଯ୍ୟ କରେ ତାହା ତ ସମସ୍ତେ ଜାଣନ୍ତି,ପରନ୍ତୁ ଏଥିରେ ଆଉ ଏକ ସଫଳତା ପାଇଛନ୍ତି oxford ଗବେଷଣାର ବୈଜ୍ଞାନିକମାନେ । ଯାହା ମାଧ୍ୟମରେ ଆଖି ସର୍ଜରୀ ମଧ୍ୟ କରାଇ ପାରିବ ଏକ ରୋବର୍ଟ । ୨ ବର୍ଷରୁ କରିଆସୁଥିବା ଏହି ଗବେଷଣାରୁ ଏବେ ସଫଳତା ଅର୍ଜନ କରିଛନ୍ତି ସେମାନେ । ୧୨ ଜଣଙ୍କର ଆଖି ସର୍ଜରୀ କରି ଦେଖାଇଛି ଏହି ରୋବର୍ଟ । ଆଗରୁ ଏହି ରୋବର୍ଟ ବନେଇବାରେ ଫେଲ୍ ମାରି ଥିବା ସବୁ ଗବେଷଣାଗାରକୁ ସଫଳତା ଦେଖାଇଦେଇଛି oxford ।

Comments are closed.