ଏବେ ପ୍ରତିଟି ରାଇଡରେ ମିଳିବ ଡିସକାଉଣ୍ଟ: ଓଲା

ଯାତ୍ରୀମାନଙ୍କ ପାଇଁ ଖୁସିର ଖବର ଆଣି ଦେଇଛି ଓଲା । ଏବେ ଯାତ୍ରୀମାନଙ୍କର ପ୍ରତିଟି ଯାତ୍ରାରେ ଡିସକାଉଣ୍ଟ ଯୋଗାଇଦେବା ପାଇଁ ଓଲାର CEO ଭବିଶ୍ ଅଗ୍ରୱାଲ କହିଛନ୍ତି । ଯାତ୍ରୀମାନେ ଓଲାରେ ଯାତ୍ରା କରିସାରିବା ପରେ ହିଁ ମିଳିଯିବ ଏହି ଡିସକାଉଣ୍ଟ । ସାରା ଦେଶରେ ଲୋକାଲ ଅଟୋବାଲାଙ୍କ ବହନ ଖର୍ଚ୍ଚର ବୃଦ୍ଧିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତି ନିଆଯାଇଥିବା ବେଳେ ଏଥିରେ ସାଧାରଣ ଜନତା ଲାଭବାନ୍ ହେବେ ।

Comments are closed.