ନୂଆଗାଁ ଥାନା ଅଧିକାରୀ ବସନ୍ତ କୁମାର ସାହୁଙ୍କ ପଦୋନ୍ନତି
ନୟାଗଡ : ନୟାଗଡ ଜିଲ୍ଲା ନୂଆଗାଁ ଥାନା ଅଧିକାରୀ ବସନ୍ତ କୁମାର ସାହୁଙ୍କୁ ଆଇ ଆଇ ସି ଭାବେ ପଦୋନ୍ନତି ମିଳିଛି । ଏନେଇ ରାଜ୍ୟ ପୁଲିସ୍ ବିଭାଗରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଅପରପଟେ ପଦୋନ୍ନତି ମିଳିବା ପରେ ଶାନ୍ତି ଶୃଙ୍ଖଳା ରକ୍ଷା ସହ ଅଂଚଳକୁ ଅପରାଧ ମୁକ୍ତ କରିବା ଦିଗରେ ପ୍ରଚେଷ୍ଟା ଜାରି ରଖିବେ ବୋଲି ସେ କହିଛନ୍ତି |
Comments are closed.