ନିପା ଭାଇରସ ପ୍ରଭାବ
ନିପା ଭାଇରସର ପ୍ରଘଟ ପରେ ଲୋକଙ୍କ ମନରେ ଭୟ ଜାତ ହେବାରେ ଲାଗିଛି । ଯାହାକି ଭାରତର ବିଭିନ୍ନ ରାଜ୍ୟରେ ଦେଖିବାକୁ ମିଳିଛି । ଏନେଇ ଛଚ୍ଛିଶଗଡର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡା ଗଣମାଧ୍ୟମଙ୍କୁ ଡକାଇ ନିପା ଭାଇରସ୍ ବିଷୟରେ ଅବଗତ କରାଇଛନ୍ତି । ତାଙ୍କ କହିବାନୁସାରେ, ଏହି ନିପା ଭାଇରସ ଲୋକ ମାନଙ୍କ ଦ୍ୱାରା ନୁହେଁ ବରଂ ପ୍ରାକୃତିକ ପରିବେଶ ମାଧ୍ୟମରେ ଘଟିଥାଏ । ପ୍ରତ୍ୟେକ ମନୁଷ୍ୟ ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇପାରନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ମଧ୍ୟ ଏହା କୁହାଯାଇଛି ଯେ, ଏହି ନିପା ଭାଇରସ ଫଳ ଉପରେ ଆଧାରିତ ହୋଇଛି, ଯାହାକି ମନୁଷ୍ୟ ଓ ପଶୁପକ୍ଷୀ ମାଧ୍ୟମରେ ହୋଇଥାଏ । ଏହାର ପ୍ରଭାବରେ ଜ୍ଵର, ମୁଣ୍ଠବିନ୍ଧା ଓ ଦୂର୍ବଳତା ଅନୁଭୁତ ହେବା ସହ ୨୪ ରୁ ୪୮ ଘଣ୍ଟା ମଧ୍ୟରେ କୋମାକୁ ଯିବାର ସମ୍ଭାବନା ରହିଛି ।
Comments are closed.