ମିସ୍ ଆମେରିକୀୟଙ୍କ ସୁଂମିଙ୍ଗ ସୁଟ୍ ପ୍ରତିଯୋଗିତା

ଫ୍ୟାସନକୁ ନେଇ ସମସ୍ତେ ଉତ୍ସାହିତ ଥାଆନ୍ତି ଓ ଏହାର ଆଗ୍ରହ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । କିପରି ପୋଷାକ ପରିଧାନ ଦ୍ୱାରା ଅନ୍ୟମାନଙ୍କୁ ଆକର୍ଷିତ କରିପାରିବେ ସେଥିରେ ଲାଗିପଡନ୍ତି ସମସ୍ତେ । ଫ୍ୟାସନକୁ ଆଖିରେ ରଖି ମିସ୍ ଆମେରିକୀୟ ମାନେ ପ୍ରଥମଥର ପାଇଁ ସୁଂମିଙ୍ଗ ସୁଟ୍ ର ପ୍ରତିଯୋଗିତା ଆରମ୍ଭ କରିଛନ୍ତି । ନାରୀମାନଙ୍କୁ ସମ୍ମାନ ଦେବା ଓ ତାଙ୍କ ପାଇଁ ମନରେ ଥିବା ଭୁଲ୍ ଧାରଣକୁ ବଦଳାଇବା ପାଇଁ ଏହି ପ୍ରତିଯୋଗିତାର ଶୁଭାରମ୍ଭ କରାଯାଇଛି । ନାରୀମାନଙ୍କର ପୋଷାକ ପରିଧାନକୁ ନେଇ ଭୁଲ୍ ମନ୍ତବ୍ୟ ଦେଉଥିବା ଲୋକମାନଙ୍କର ଚିନ୍ତାଧାରାକୁ ଏହି ମାଧ୍ୟମରେ ପରିବର୍ତ୍ତନ କରାଯିବାର ଲକ୍ଷ୍ୟ ରଖାଯାଇଛି ।

Comments are closed.