କାଳିଆ ହିତାଧିକାରୀ ମାନଙ୍କୁ ପୁଣି ଉପହାର ଦେଲେ ନବୀନ

ଭୁବନେଶ୍ବର: କାଳିଆ ଛାତ୍ରବୃତ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ । ସଂଶୋଧିତ ମାର୍ଗଦର୍ଶିକା ଜାରି କଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ । କାଳିଆ ଯୋଜନା ହିତାଧିକାରୀଙ୍କ ପିଲାଙ୍କୁ ମଳିବ ଛାତ୍ରବୃତ୍ତି । ପିଜି ପାଇଁ ସର୍ବାଧିକ ୨ବର୍ଷ ଓ ପିଏଚଡି ପାଇଁ ସର୍ବାଧିକ ୪ବର୍ଷ ବୃତ୍ତି । ITI ଟ୍ରେଡର ଛାତ୍ରଛାତ୍ରୀ ମଧ୍ୟ ବୃତ୍ତି ପାଇବେ ।

ପିଜି, ୟୁଜି ଓ ପିଏଚଡି ଶିକ୍ଷାନୁଷ୍ଠାନରେ ମାସିକ ହଷ୍ଟେଲ ଖର୍ଚ୍ଚ ୧୨୦୦ ଟଙ୍କା ମିଳିବ । ଡିପ୍ଲୋମା, ପଲିଟେକନିକ ଓ ITI ପିଲାଙ୍କ ମାସିକ ହଷ୍ଟେଲ ଖର୍ଚ୍ଚ ୧୦୦୦ ଟଙ୍କା ମିଳିବ ।

Comments are closed.