୧କୋଟି ୪୬ ଲକ୍ଷ ଟଙ୍କାରେ ନିଲାମ ହେଲା ବ୍ୟାଗ୍

ଗୋଟିଏ ବ୍ୟାଗର ଦାମ୍ ୧ କୋଟି ୪୬ଲକ୍ଷ କହିଲେ କିଏ ବା ବିଶ୍ୱାସ କରିବ, ପରନ୍ତୁ କଥାଟି ସତ । ଲଣ୍ଡନର ୧୦ ବର୍ଷ ପୁରୁଣା ଏହି ଦାମୀ ବ୍ୟାଗ୍ ଯାହାକୁ ୨୦୦୮ ମସିହାରେ ୧୮ କୋଟି ଟଙ୍କାରେ କିଣାଯାଇଥିଲା । ତେବେ ହିରା ସଜ୍ଜିତ ଏହି ବ୍ୟାଗ୍ଟିର ନାମ ହେଉଛି ବର୍କିନ । ୨୦୧୮ ମସିହାରେ ଏହାର ମୂଲ୍ୟ ବୃଦ୍ଧିହୋଇ ୨୧୭,୧୪୪ ଡଲାର ଅର୍ଥାତ୍ ୧ କୋଟି ୪୬ ଲକ୍ଷ ଟଙ୍କାରେ ପହଞ୍ଚିଥିଲା । ସବୁଠୁ ଅଧିକ ମୂଲ୍ୟରେ ନିଲାମ ହୋଇଥିବାରୁ ବ୍ୟାଗ୍ଟି ବେଶ୍ ଲୋକପ୍ରିୟତା ଅର୍ଜନ କରିଛି । ଏହାକୁ ବିଶ୍ୱର ଦାମୀ ବ୍ୟାଗ୍ ରୂପେ ଗଣାଯାଇଛି ।

Comments are closed.