ରାଜ୍ୟରେ ବିଭିନ୍ନ ସ୍ଥାନରେ ମୌସୁମୀ ବର୍ଷା

ଭୁବନେଶ୍ବର : ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ। ମୌସୁମୀ ପାଇଁ ପଥ ପରିଷ୍କାର କରୁଛି ପ୍ରାକ୍ ମୌସୁମୀ ବର୍ଷା। ଦୁର୍ବଳ ହେଉଚି ପଶ୍ଚିମରୁ ଆସୁଥିବା ଶୁଷ୍କ ବାୟୁ। ମୌସୁମୀ ଆସିବା ପାଇଁ ପାଗ ଏବେ ଅନୁକୂଳ । ଖୋର୍ଦ୍ଧା, ନୟାଗଡ଼, ଗଜପତି,ବୌଦ୍ଧ, କେନ୍ଦୁଝରରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଛି।

Comments are closed.