ମିସ୍ ଇଣ୍ଡିଆ ଅନୁକ୍ରୀଥି ଭାସ ଚାହାନ୍ତି କଣ ?

୨୦୧୮ରେ ମିସ୍ ଇଣ୍ଡିଆର ବିଜୟିନୀ ଅନୁକ୍ରୀଥି ଭାସଙ୍କୁ କିଏ ବା ନ ଜାଣେ । ହେଲେ ଆପଣ ଜାଣନ୍ତି କି ତାଙ୍କ ଲକ୍ଷ୍ୟ ବିଷୟରେ ? ସମାଜରେ ଥିବା କିନ୍ନରମାନଙ୍କୁ ତାଙ୍କ ଅଧିକାର ଦେବା ସହ କିନ୍ନରଙ୍କ ପ୍ରତି ହେଉଥିବା ପକ୍ଷପାତକୁ ରୋକିବାକୁ ଚାହାନ୍ତି ସେ । ଭାରତରେ ଥିବା କିନ୍ନରମାନେ କିପରି ପାଠ ପଢି ସମାଜରେ ପ୍ରତିଷ୍ଠିତ ହୋଇପାରିବେ ଏହା ତାଙ୍କ ଲକ୍ଷ୍ୟ । ଏହା ସହିତ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ୬୮ ସଂସ୍କରଣରେ ଭାରତରୁ ପ୍ରତିନିଧିତ୍ୱ କରିବେ ଭାସ ।

Comments are closed.