ଆନ୍ତର୍ଜାତିୟ ସାକ୍ଷରତା ଦିବସ

୧୯୬୭ ମସିହା ସେପ୍ଟେମ୍ବର ୮ ତାରିଖରେ ୟୁନେସ୍କ ତରଫରୁ ‘ଆନ୍ତର୍ଜାତିକ ସାକ୍ଷରତା ଦିବସ’ ପାଳନ କରିବାକୁ ନିଷ୍ପତ୍ତି ନିଆଗଲା । ପ୍ରତ୍ୟେକ ବ୍ୟକ୍ତି, ଗୋଷ୍ଠୀକୁ ସାକ୍ଷରତାର ଗୁରୁତ୍ୱ ସମ୍ପର୍କରେ ସଚେତନ କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ । ବ୍ୟକ୍ତି ଗତ ତଥା ସାମାଜିକ ସ୍ତରରେ ସାକ୍ଷରତା ବଢାଇବା ନିମିତ୍ତ ସଚେତନତା ସୃଷ୍ଟି କରାଯିବା ଦରକାର ।

ୟୁନେସ୍କ ତଥ୍ୟ ଅନୁସାରେ ବିଶ୍ୱରେ ପ୍ରତି ପାଞ୍ଚ ଜଣେ ନିରକ୍ଷର ଏବଂ ସେମାନଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶ ହେଉଛନ୍ତି ମହିଳା ।

Comments are closed.