ରିଲିଜ୍ ହେବାକୁ ଯାଉଛି ଆର୍ନ୍ତଜାତୀୟ ସିନେମା ‘5 weddings’

ସିନେମା ଜଗତରେ  ଖୁବଶୀଘ୍ର  ଆସୁଅଛି ଆନ୍ତର୍ଜାତିକ ସିନେମା ‘5 weddings’ ଯାହାକୁ ନେଇ ସିନେ ଜଗତ ଚଳଚଞ୍ଚଳ ହୋଇପଡିଛି । ଏହି ସିନେମାର ଉଭୟ ନିର୍ଦ୍ଦେଶନା ଓ ପ୍ରଯୋଜନା ନର୍ମତା ସିଂହ ଗୁଜୁରାଲ ଦେଇଥିବା ବେଳେ କ୍ରିଷ୍ଟୋଫର୍ ଫେନ୍ସ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ନରର୍ଗିସ୍  ଓ ରାଜକୁମାର ରାଓ ଏଥିରେ ମୁଖ୍ୟ କଳାକାର ରୂପେ ଦେଖାଯିବେ । ଏହାର ଟ୍ରେଲର୍ YouTube ଆସିଯାଇଥିବାବେଳେ ପୂରା ସିନେମାଟି ୨୧ ସେପ୍ଟେମ୍ବରରେ ମୁକ୍ତି ଲାଭ କରିବ । ତେବେ ଏହାର କିଛିଟା ଝଲକ ଟ୍ରେଲରରେ ଦେଖିବାକୁ ମିଳୁଛି ।

Comments are closed.