୩୧ ରନ୍ ବ୍ୟବଧାନରେ ଇଂଲଣ୍ଡଠାରୁ ପରାଜିତ ଭାରତ

ଭାରତୀୟ ଖେଳପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଘଟଣା । ଭାରତ ୧୯୪ ରନ୍ ଲକ୍ଷ୍ୟ ନେଇ ୨ୟ ଇନିଂସ ବ୍ୟାଟିଂ କରିଥିବା ବେଳେ ସମସ୍ତ ଓ୍ଵିକେଟ୍ ହରାଇ ୧୬୨ ରନରେ ଅଲ ଆଉଟ୍ ହୋଇଯାଇଛି । ଯାହାଦ୍ୱାରା ପ୍ରଥମ ଟେଷ୍ଟରେ ଇଂଲଣ୍ଡ ୩୧ ରନ୍ ଅଧିକ କରି ଭାରତଠାରୁ ବିଜୟ ଲାଭ କରିଛି । ଏଥିସହ ଇଂଲଣ୍ଡ ବିପକ୍ଷ ୫ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ପରାସ୍ତ ହୋଇ ଇଣ୍ଡିଆ ଟିମ୍ ୧-୦ ରେ ପଛୁଆ ହୋଇଯାଇଛି।

Comments are closed.