ସୁସ୍ଥ ରହିବେ କେମିତି ?

କାର୍ଯ୍ୟବ୍ୟସ୍ତତା କିମ୍ବା ଅଭ୍ୟାସ ଯୋଗୁଁ ଅନେକ ଲୋକ ସକାଳ ଜଳଖିଆ ଖାଇବାକୁ ଭୁଲିଯାଆନ୍ତି । ହେଲେ ଡାକ୍ତରଙ୍କ କହିବା କଥା ସକାଳ ଜଳଖିଆ କେବେ ହେଲେ ଛାଡ଼ିବା କଥା ନୁହେଁ । କାରଣ ଏହା ଶରୀର ପାଇଁ ନିହାତି ଜରୁରୀ । ଯଦି ଆପଣ ସକାଳ ଜଳଖିଆ ଖାଉ ନାହାନ୍ତି, ଏହାର ଏକାଧିକ କୁପ୍ରଭାବ ରହିଛି ।

ଆଗକୁ ପଢନ୍ତୁ

ମୋବାଇଲରେ କଥା ହେଲା ହେଲା କାଳ : ବିଦ୍ୟୁତ୍ ଆଘାତରେ ଚାଲିଗଲା କଲେଜ…

– ବେକ୍ରଫାଷ୍ଟ ବା ସକାଳ ଜଳଖିଆ ଖାଇବା ନିହାତି ଜରୁରୀ

– ଯଦି ଆପଣ ଗୋଟିଏ ଦିନ ବ୍ରେକଫାଷ୍ଟ ଖାଉ ନାହାନ୍ତି, ଏହାର ପ୍ରଭାବ ପର ଦିନ ସକାଳେ ପଡ଼ିଥାଏ

– ବ୍ଲଟିଂ, ଗ୍ୟାସ୍ ଭଳି ସମସ୍ୟା ଆରମ୍ଭ ହୋଇଥାଏ

– ଯଦି ଆପଣ ବ୍ରେକଫାଷ୍ଟ ଖାଉନାହାନ୍ତି, ତାହେଲେ ପରବର୍ତୀ ମିଲ୍ରେ ଅଧିକ ଖାଇବାର ଆଶଙ୍କା ରହିଛି

– ଫଳରେ ପାଚନ ଓ ଗ୍ୟାସଟିକ୍ ସମସ୍ୟା ଦେଖାଦେଇପାରେ

– ତେଣୁ ବେକ୍ରଫାଷ୍ଟ ନିଶ୍ଚିତ ଭାବେ ଖାଆନ୍ତୁ

– ବ୍ରେକଫାଷ୍ଟ ସବୁବେଳେ ଘରେ ବନେଇ ଖାଇବାକୁ ଚେଷ୍ଟା କରନ୍ତୁ

– ଦଲିଆ କିମ୍ବା ଓଟସ ଖାଇପାରନ୍ତି, କ୍ଷୀର ପିଇପାରନ୍ତି, ଫଳ ଖାଇପାରନ୍ତି

– ବ୍ରେକଫାଷ୍ଟ ନକରି ବାହାରକୁ ଗଲେ ଏହାର ମାନସିକ ପ୍ରଭାବ ମଧ୍ୟ ରହିଛି

– ଦିନର ଆରମ୍ଭ ଚା’ କିମ୍ବା କଫିରୁ ନକରି ପାଣି ପିଇ କରନ୍ତୁ

Comments are closed.