ସଫଳ ସର୍ଜରୀ ପରେ ପ୍ରଂଶସକଙ୍କୁ ଧନ୍ୟବାଦ ଜଣାଇଲେ ହାର୍ଦ୍ଦିକ, ଭିଡିଓ ରାଇରାଲ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଲଣ୍ଡନରେ ସର୍ଜରୀ ସଫଳ ହେବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ବେଶ ସୁଧାର ଆସିଛି । ୨୫ ବର୍ଷିୟା ହାର୍ଦ୍ଦିକ ଡିଆ ହୋଇ ଚଲାବୁଲା କରିବା ସହ ନିଜର ବର୍ତ୍ତମାନର ସ୍ଥିତିକୁ ନେଇ ଟ୍ୱିଟର ଅ।।ଉଣ୍ଟରରେ ଏକ ଭିଡିଓ ସେୟାର କରିଛନ୍ତି, ଯାହା କି ଖୁବ୍ ଭାଇରାଲ ହେବାରେ ଲାଗିଛି ।
Baby steps .. but my road to full fitness begins here and now 💪 Thank you to everyone for their support and wishes, it means a lot 🙏 pic.twitter.com/shjo78uyr9
— hardik pandya (@hardikpandya7) October 8, 2019
ତେବେ ଭିଡିଓଟିରେ ହାର୍ଦ୍ଦିକ ଧିରେ ଧିରେ ସାହାରା ନେଇ ଚାଲୁଥିବା ବେଳେ ସେ ତାଙ୍କ ସମସ୍ତ ପ୍ରଂଶସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଫିଜିଓଥେରାପିଷ୍ଟ ଯୋଗେଶ ପରମାର ମଧ୍ୟ ହାର୍ଦ୍ଦିକଙ୍କ ସହ ଭିଡିଓରେ ନଜର ଆସିଛନ୍ତି ।
Comments are closed.