ରେଳରେ ମାଗଣା ଯାତ୍ରା କରିପାରିବେ ଏହି ଦୁଇ ଶ୍ରେଣୀର ବ୍ୟକ୍ତି
ଟ୍ରେନରେ ଯାତାୟତ କରୁଥିବା ସମୟରେ ସମସ୍ତେ ଟିକଟ୍ କାଟିଥାନ୍ତି । ପରନ୍ତୁ କିଛି ଶ୍ରେଣୀର ବ୍ୟକ୍ତିଙ୍କ ପାଇଁ ରେଳବାଇ ମାଗଣା ଯାତ୍ରା କରିବାର ସୁବିଧା କରିଛି । ଏହି ଶ୍ରେଣୀର ଅନ୍ତର୍ଭୁକ୍ତ ହେଉଛନ୍ତି ବେରୋଜଗାର ଯୁବକ ଓ ଛାତ୍ର । ଯଦି ଆପଣ କୌଣସି ସରକାରଙ୍କ ଦ୍ୱାରା ପରିଚାଳିତ କମ୍ପାନି କିମ୍ବା ବିଶ୍ୱବିଦ୍ୟାଳୟକୁ ଚାକିରି ପାଇଁ ସାକ୍ଷାତକାର କରିବାକୁ ଯାଉଛନ୍ତି, ତେବେ ଆପଣଙ୍କୁ ଟିକେଟରେ ୫୦% ରିହାତି ମିଳିବ । ସେହିପରି ବର୍ଷକୁ ଦୁଇଥର ଛୁଟିରେ ଛାତ୍ରଛାତ୍ରୀମାନେ ଘରକୁ ଯିବା ପାଇଁ ରେଳରେ ମାଗଣା ଯାତ୍ରା କରିପାରିବେ । ଏହି ସୁବିଧା ପାଇବା ପାଇଁ ଛାତ୍ର ଛାତ୍ରୀମାନଙ୍କୁ ଟିକେଟର ଫର୍ମ ସହ କଲେଜରୁ ଏକ ଫର୍ମ ଆଣି ପୂରଣ କରି ଦବାକୁ ପଡିବ ।
Comments are closed.