ରେଙ୍ଗଳରେ ମାଗଣା ସ୍ବାସ୍ଥ୍ୟ ଶିବିର
ଡେଲାଙ୍ଗ ( ସଞ୍ଜୀବ କୁମାର) ରେ ଙ୍ଗଳ ଗ୍ରାମପଞ୍ଚାୟତର କଲ୍ୟାଣମଣ୍ଡପ ପରିସରରେ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଜଟଣୀ ପ୍ରେସ
କ୍ଲବ ଓ ତ୍ରୟମ୍ବକଂ ହେଲ୍ଥ କେୟାର ମିଳିତ ଆନୁକୂଲ୍ୟରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା | ହେଲଥ କେୟାରର ଅଧୀକ୍ଷକ ଦେବାଶିଷ୍ ଗୁମାନସିଂହ, ଏଚ୍ ଆର ତଥା
ମେଡିସିନ ବିଭାଗର ଡାକ୍ତର ରାକେଶଚନ୍ଦ୍ର କଲେତ୍, ଡ. ଜୟଶ୍ରୀ ମହାରଣା, ହାର୍ଟ ସର୍ଜନ
ଡ. ସଂଗ୍ରାମ କେଶରୀ, ଶଲ୍ୟ ବିଭାଗର ଡ. ସିଦ୍ଧାର୍ଥ କୁମାର ଦାଶ, ମଧୁମେହ ରୋଗର ଚିକିତ୍ସକ ଡ. ଲଳିତ କିଶୋର ନାୟକ, ଫାର୍ମାସିଷ୍ଟ ସୋନମପ୍ରିୟା ସାହୁ, ଫାର୍ମାସିଷ୍ଟ ଅରୁଣ କୁମାର ଦଳେଇ, ଫାର୍ମା ଦିପ୍ତିମୟୀ
ପ୍ରଧାନ, ଷ୍ଟାପନର୍ସ ଇନଚାର୍ଜ ନନ୍ଦିତା ମିଶ୍ର
ପ୍ରମୁଖ ସେବା ଶିବିରରେ ସାମିଲ ହୋଇ ସରପଞ୍ଚ ସାଗରିକା ବଡଜେନା, ଜଟଣୀ
୨ଶହରୁ ଊର୍ଦ୍ଧ୍ବ ରୋଗୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ପ୍ରେସ୍ କ୍ଲବ ସଭାପତି ମହମ୍ମଦ ଇସମାଇଲ କରାଇ ମାଗଣା ଔଷଧ ପ୍ରଦାନ କରିଥିଲେ। ଅଲ୍ଲୀ, ସମ୍ପାଦକ ହୃଦାନନ୍ଦ କୋଦମାସିଂହ,
ଏହି ଅବସରେରେ ଜଟଣୀ ପ୍ରେସ କ୍ଲବ ଉପଦେଷ୍ଟା ହେମନ୍ତ କୁମାର ସୁନ୍ଦରାୟ
, ବୁଲୁ ଜେନା ପ୍ରମୁଖ କାର୍ଯ୍ୟକ୍ରମ
କରାଯାଇଥିଲା। ରେଙ୍ଗଳ ପଞ୍ଚାୟତ ପରିଚାଳନାରେ ସହଯୋଗ କରିଥିଲେ |
Comments are closed.