ହାତୀକୁ ଟ୍ରାଙ୍କୁଲାଇଜ କରିବା ବେଳେ ହାତୀ ଆକ୍ରମଣରେ ୫/୬ଜଣ ବନ କର୍ମଚାରୀ ଆହତ

ଖୋର୍ଦ୍ଧା (ରାକେଶକୁମାର ଜଗଦେବ) : ଟାଙ୍ଗୀ ରେଞ୍ଜ ଗୟାବନ୍ଧରେ ହାତୀକୁ ଟ୍ରାଙ୍କୁଲାଇଜ କରିବା ବେଳେ ମାରଣା ହାତୀ ଆକ୍ରମଣରେ ୫/୬ଜଣ ବନ କର୍ମଚାରୀ ଆହତ । ହାତୀ ସୁରକ୍ଷା ଓ ଗତିବିଧୀ ଉପରେ ନଜର ରଖିବାକୁ ହାତୀ ବେକରେ ରେଡିଓ କଲାର ଲଗାଇବା ପାଇଁ ଟ୍ରାଙ୍କୁଲାଇଜ୍ କରାଯାଇଥିଲା ତେବେ ଟ୍ରାଙ୍କୁଲାଇଜ୍ ବେଳେ ହାତୀ ଆକ୍ରମଣରେ ଜଣେ ଫରେଷ୍ଟରଙ୍କ ସହ ୩ ଆହତ ,ଭୁବନେଶ୍ୱେର ସ୍ଥାନାନ୍ତର | ଫରେଷ୍ଟର ଜଣକ ହେଲେ ଟାଙ୍ଗୀ ରେଞ୍ଜର ସିଦ୍ଧୁ ସିଂ ଓ ଅନ୍ୟ ୨ ଜଣ ଟ୍ରାଙ୍କୁଲାଇଜ୍ ଟିମ୍ ର ସଦସ୍ୟ ହୋଇଥିବା ଜଣାପଡିଛି |

Comments are closed.