ପୁଣି ଆଖିବୁଜିଲା ଚିକିତ୍ସାଧୀନ ହାତୀ

ଅନୁଗୁଳ: ସାତକୋଶିଆରେ ପୁଣି ଏକ ହାତୀର ମୃତ୍ୟୁ। ସାତକୋଶିଆ ଅଭୟାରଣ୍ୟର ଟିକରପଡ଼ା ରେଞ୍ଜ କୁଶଖଲି ଜଙ୍ଗଲରେ ହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।

ହାତୀର ବୟସ ଆନୁମାନିକ ୫ ବର୍ଷ ହେବ। ଅସୁସ୍ଥ ହାତୀଟିର ଚିକିତ୍ସା ଚାଲିଥିଲା । ଚିକିତ୍ସାଧୀନ ଅବସ୍ଥାରେ ହାତୀଟିର ମୃତ୍ୟୁ ହୋଇଛି। ଗତ ୧୦ ତାରିଖରେ ମଧ୍ୟ ଜୁକୁବୁରେ ଏକ ହାତୀର ମୃତ୍ୟୁ ହୋଇଥିଲା।

Comments are closed.