ଆପଣଙ୍କ ରୋଷେଇ ଘରେ ଅଛନ୍ତି କି ଅସରପା ? ଜାଣନ୍ତୁ କଣ କରିବେ

ରୋଷେଇ ଘରେ ଅସରପା ସମସ୍ୟା ସଭିଁଙ୍କ ମୁଣ୍ଡ ବିନ୍ଧାର ମୁଖ୍ୟ କାରଣ। ତେବେ ଏଭଳି କେତେକ ସରଳ ଉପାୟ ରହିଛି ଯାହାକୁ ଆପଣାଇବା ଦ୍ୱାରା ଏହି ସମସ୍ୟା ଦୂର ହେବ।

ରୋଷେଇ ଘରେ ଅସରପା ଯିବା ଆସିବା କରୁଥିବା ସ୍ଥାନରେ କିଛି ଚିନି କିମ୍ବା ମିକ୍ସଚର ରଖନ୍ତୁ।

ପାଣିରେ ଅଳ୍ପ କିଛି ନିମ୍ବ ତେଲ ମିଶାନ୍ତୁ। ଅସରପା ଚଳପ୍ରଚଳ କରୁଥିବା ସ୍ଥାନରେ ଏହା ଛିଞ୍ଚି ଦିଅନ୍ତୁ।

ଘରର କଣ ମାନଙ୍କରରେ ଲୁଣ ପାଣି ଓ ପୁଦିନା ତେଲ ମିଶାଇ ପକାନ୍ତୁ।

ଅସରପା ଯିବା ଆସିବା କରୁଥିବା ସ୍ଥାନରେ ଟମାଟୋ ରସ କିମ୍ବା କିଛି ଖଣ୍ଡ କାକୁଡି ରଖନ୍ତୁ। ଏହାଦ୍ୱାରା ଆଉ ଅସରପା ହେବେ ନାହିଁ।

ଅସରପା ଯିବା ଆସିବା କରୁଥିବା ସ୍ଥାନ କିମ୍ବା ରୋଷେଇ ଘର କଣ ମାନଙ୍କରେ ଡାଲଚିନି ଗୁଣ୍ଡ ପକାନ୍ତୁ।

Comments are closed.