ପ୍ରଚାର ବେଳେ ଚେତା ଶୂନ୍ୟ ହେଲେ କେସିଆରଙ୍କ ଝିଅ

ପ୍ରଚାର ବେଳେ ଚେତାଶୂନ୍ୟ ହେଲେ ମୁଖ୍ୟମନ୍ତ୍ରୀଙ୍କ ଝିଅ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କବିତା ପ୍ରଚାର ମୈଦାନରେ ଚେତାଶୂନ୍ୟ ହୋଇ ପଡିଛନ୍ତି। ତାଙ୍କୁ ତରନ୍ତୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆଗକୁ ତେଲେଙ୍ଗନା ବିଧାନସଭା ନିର୍ବାଚନ। ଏଥିପାଇଁ ସବୁ ଦଳ ଜୋରସୋର ପ୍ରଚାର ପ୍ରସାରରେ ଲାଗିଛନ୍ତି। ସମସ୍ତ ପ୍ରାର୍ଥୀ ଓ ହେଭିଓ୍ୱେଟ୍‌ ନେତା ମୈଦାନକୁ ଓହ୍ଲାଇ ଘର ଘର ବୁଲି ପ୍ରଚାର ପ୍ରସାର କରୁଛନ୍ତି। ବିଆର୍‌ଏସ୍‌ ଏମ୍‌ଏଲ୍‌ସିର ନେତ୍ରୀ କେ.କବିତା ମଧ୍ୟ ଏଥିରୁ ବାଦ୍‌ ପଡିନାହାନ୍ତି। ଶନିବାର ତେଲେଙ୍ଗାନର ଇତିକ୍ୟାଲ୍‌ ଅଞ୍ଚଳରେ କେସିଆର୍‌ଙ୍କ ଝିଅ କେ.କବିତା ଏକ ରୋଡ୍‌ ଶୋ’ କରିଥିଲେ। ବସ୍‌ର ବାଲକୋନିରେ ଠିଆ ହୋଇ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚାର ଚଳାଇଥିଲେ। ତେବେ ଏତିକି ବେଳେ ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ତା ବିଗିଡି ଯାଇଥିଲା

 

Comments are closed.