ଚାନ୍ଦି ମେଢରେ ଶୋଭା ପାଇଁବେ ମା ମହାକାଳୀ

ଭୁବନେଶ୍ୱର : ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସହିଦନଗର ଦୁର୍ଗାପୂଜା ମଣ୍ଡପରେ ମା ମହାକାଳୀଙ୍କ ପୂଜା ଅନୁଷ୍ଠିତ ହେବ । ଚାନ୍ଦି ମେଢରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା ମହାକାଳୀ । ୧୦ ଦିନ ବ୍ୟାପୀ ହେବାକୁ ଥିବା ଏହି ପୂଜାରେ ପ୍ରଥମ ଦିନ ଶ୍ରଦ୍ଧାଳୁମାନଙ୍କୁ ପାଇଁ ପରସାଦ ସେବନର ବ୍ୟବସ୍ଥା କରାଯାଇଛି । କେବଳ ସୂର୍ଯ୍ୟପରାଗ ଦିନକୁ ବାଦ ଦେଲେ ୍ନ୍ୟ ସୁଦନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମଣ୍ଡପ ମିକଟରେ ମୀନାବଜାର ପଡିବ । ୪ ତାରିଖ ଦିନ ଇସାଣି ଅନୁଷ୍ଠିତ ହେବ । କେବଳ ସହିଦ ନଗର ଭିତରେ ଭସାଣି ଶୋଭାଯାତ୍ରା ହେବ ।

Comments are closed.