ସରକାରୀ କର୍ମଚାରୀଙ୍କୁ ମିଳିବ ୧୫ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ରାଶି

ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ବୁଧବାର ଅର୍ଥାତ ଜୁନ ୮ ତାରିଖରେ କେନ୍ଦ୍ରଶାସିତ ପ୍ରଦେଶର ସରକାରୀ କର୍ମଚାରୀଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ଯୋଜନା ଆରମ୍ଭ କରିଛନ୍ତି । ଏହା ପରେ ରାଜ୍ୟ…
Read More...

ସ୍ତ୍ରୀ କୁ ମାରିଲା ଝିଅର ତଣ୍ଟି କାଟିଲା

ଭୁବନେଶ୍ୱର : ଘାଟିକିଆ ଅଞ୍ଚଳରେ ହତ୍ୟାକାଣ୍ଡ । ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଆକ୍ରମଣରେ ୬ ବର୍ଷର ଝିଅ ଗୁରୁତର। ଗୁରୁତର ଝିଅକୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ…
Read More...

ଭୁବନେଶ୍ୱରରେ ଚଳିତବର୍ଷର ପ୍ରଥମ ଡେଙ୍ଗୁ ମୃତ୍ୟୁ!

ଭୁବନେଶ୍ୱରରେ ଚଳିତବର୍ଷର ପ୍ରଥମ ଡେଙ୍ଗୁ ମୃତ୍ୟୁ ଅଭିଯୋଗ। ମୃତକ ଜଣକ ଅବସରପ୍ରାପ୍ତ ପୋଲିସ ଅଧିକାରୀ । ଡେଙ୍ଗୁରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତକାଲି ସନ୍ଧ୍ଯା ୬ ଟା…
Read More...

ଜାଣନ୍ତୁ, ଆପଣଙ୍କ ରାଶିଫଳ !

ମେଷ : ଆଶା ବାସ୍ତବତାରେ ପରିଣତ ହେବ। ଉଦ୍ୟମରେ ସଫଳତା ମିଳିବ। ନିର୍ବାଚନ ପ୍ରତିଦ୍ୱନ୍ଦିବାରେ ବିଜୟୀ ପାଇଁ ସ୍ୱତନ୍ତ୍ର ଭାବେ ପୂଜା କରିବେ। ବେକାରଙ୍କୁ ନିଯୁକ୍ତି ମିଳିବ। ଯାନବାହନ କ୍ଷେତ୍ରରେ ଉନ୍ନତି କରିବେ।…
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ବାପା-ପୁଅ ମୃତ

ବେଗୁନିଆ : ଟିକାତାଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ମୃତ। ଖୋର୍ଦ୍ଧା ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥରେ ବୋଲଗଡ ଅଞ୍ଚଳର ମଧୁସୂଦନ ଦାସ ଏବଂ ତାଙ୍କ ପୁଅ ଦାଶରଥି ଏକ ବୁଲେଟରେ ଖୋର୍ଦ୍ଧା ଆଡେ ଯାଉଥିବା ବେଳେ…
Read More...

ମା’କୁ ଶାବଳରେ ପିଟି ପିଟି ମାରିଦେଲା ପୁଅ

କେନ୍ଦୁଝର : ରାକ୍ଷସ ସାଜିଲା ପୁଅ। ଜନ୍ମ ଦେଇଥିବା ମାଆ ର ମମତା ବୁଝିଲାନି ,ରକ୍ତ ସମ୍ପର୍କରେ ଛିଟା । ମା’କୁ ଶାବଳରେ ପିଟି ପିଟି ହତ୍ୟା କଲା ନୃଶଂସ ପୁଅ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧିନ…
Read More...

କୂଆଖାଇ ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର : କୂଆଖାଇ ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ। ବାଲିଅନ୍ତାର କୂଅଖାଇ ନଦୀକୁ ହଠାତ୍ ଆସି ଡେଇଁ ପଡିଥିଲେ ଯୁବତୀ। ତେବେ ଗୁରୁତର ଅବସ୍ଥାରେ ଯୁବତୀ ଜଣଙ୍କୁ ଉଦ୍ଧାର କରାଯାଇଛି । ପ୍ରେମରେ ଧୋକା…
Read More...

ହିଟ୍‌ୱେଭ୍ ଆଲର୍ଟ, ୫ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ସତର୍କତା

ଭୁବନେଶ୍ୱର : ରାଜ୍ୟକୁ ପୁଣି ଫେରିଛି ତାତି । ଜଳୁଛି ପଶ୍ଚିମ ଓଡ଼ିଶା । ଆକାଶରୁ ଅଗ୍ନିବର୍ଷା ହେଉଛି । ଆଜିଠୁ ପଶ୍ଚିମ ଓଡ଼ିଶାରେ ଆହୁରି ବଢ଼ିବ ଦିନର ତାପମାତ୍ରା । ତିନି ଦିନ ଯାଏ ନିସ୍ତାର ନାହିଁ । ୧୦ ତାରିଖ ଯାଏ…
Read More...

ପାଣି ଟବରେ ପଡି ଦେଢ଼ ବର୍ଷ ର ଶିଶୁ ମୃତ୍ୟୁ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାମ୍ବାଗୁଡା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଏକ ଦେଢ ବର୍ଷର ଶିଶୁ କନ୍ୟା ଘରେ ଖେଳୁଥିବାବେଳେ ହଠାତ୍ ଏକ ପାଣି ଟବରେ ପଡିଯାଇଥିଲା । ଯାହାକୁ ଦେଖି ପାରିନଥିଲେ…
Read More...

ଶବ ରଖି ରାସ୍ତାରୋକ ଜାରି

ସମ୍ବଲପୁର : ବସ୍ ଧକ୍କାରେ ବାଇକ ଆରୋହୀ ମୃତ୍ୟୁ ଘଟଣାକୁ ନେଇ ଦୀର୍ଘ ୨୪ ଘଣ୍ଟାରୁ ଅଧିକ ସମୟ ହେଲା ରାସ୍ତାରୋକ ଜାରି । ମୃତକଙ୍କ ପରିବାରକୁ କ୍ଷତିପୁରଣ ଦାବିରେ ନାୟକପଡା ଛକରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ ।…
Read More...