ବିଭିନ୍ନ ଦାବି ନେଇ ରେଳ ରୋକ୍

ଗଜପତି : ପାରଳାଖେମୁଣ୍ଡି ରେଳଷ୍ଟେସନ ଠାରେ ରେଳ ରୋକ୍। ପୁରୀ-ଗୁଣୁପୁର ପ୍ଯାସେଞ୍ଜର ଟ୍ରେନ୍ କୁ ରୋକିଛନ୍ତି ଆନ୍ଦୋଳନକାରୀ। ବିଭିନ୍ନ ଦାବି ନେଇ ସକାଳ ୬ଟାରୁ ସ୍ଥାନୀୟ ବାସିନ୍ଦା ରେଳ ରୋକ୍ ଆରମ୍ଭ କରିଛନ୍ତି।…
Read More...

ଊକୁଣି ମରା ଔଷଧ ଲଗାଇ ୫ଗୁରୁତର

ଚାନ୍ଦବାଲି : ଊକୁଣି ମରା ଔଷଧ ଲଗାଇ ୫ଗୁରୁତର। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଆରଡ଼ି ଫାଣ୍ଡି ଅଧୀନ ଡିଅସାହିରେ । ଏମାନଙ୍କ ଭିତରେ ୪ଜଣ ନାବାଳିକା ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ…
Read More...

ସୁସ୍ଥ ଶରୀର ପାଇଁ ପ୍ରୋଟିନ

ପ୍ରୋଟିନ ଆମ ଶରୀର ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ନୂଆ ମାଂସପେଶୀ ତିଆରି କରିବାରେ,ତ୍ୱଚାକୁ ସୁସ୍ଥ ରଖିବାରେ, ଏନଜାଇମ ଓ ହରମୋନକୁ ବାଲାନ୍ସ କରିବାରେ ପ୍ରୋଟିନ ଜରୁରୀ ହୋଇଥାଏ । ପ୍ରୋଟିନରେ ଶରୀର ଟିସୁ ତିଆରି…
Read More...

ଜାଣନ୍ତୁ ରାଶିଫଳ, କେମିତି କଟିବ ଆଜିର ଦିନ

ମେଷ : ଆଜି ଅଜାଣତରେ ଆପଣଙ୍କ ଦ୍ଵାରା କୌଣସି ଭୁଲ ହୋଇପାରେ, ଯାହାଦ୍ୱାରା ଆପଣଙ୍କ ଉପରିସ୍ଥ କର୍ମଚାରୀ ଆପଣଙ୍କ ଉପରେ କ୍ରୋଧ କରିପାରନ୍ତି। ପ୍ରେମ କ୍ଷେତ୍ରରେ ଆଜି ଆପଣଙ୍କୁ କେହି ଭୁଲ ବୁଝି ପାରନ୍ତି। ବୃଷ : ଆଜି…
Read More...

ଫିଲ୍ମ ଷ୍ଟାଇଲରେ ୬୪ ବସ୍ତା ଗଞ୍ଜେଇ ଜବତ

ଫିଲ୍ମ ଷ୍ଟାଇଲରେ ୬୪ ବସ୍ତା ଗଞ୍ଜେଇ ଜବତ କରିଛି ମାଲକାନଗିରି ପୁଲିସ୍‌। ଏଥିସହ ୨ ଜଣ ଯୁବକଙ୍କୁ କାବୁ କରିବାକୁ ସକ୍ଷମ ହୋଇଛି। ଜବତ ୬୪ଟି ବସ୍ତାରେ ମୋଟ ୧୫୯୬ କେଜି ଗଞ୍ଜେଇ ରହିଥିଲା। ଏତେ ପରିମାଣର ଗଞ୍ଜେଇ ଓଡ଼ିଶାରୁ…
Read More...

୧୨ଲକ୍ଷ ଝାମ୍ପିନେଲେ ଦୁର୍ବୃତ୍ତ

ଭଦ୍ରକ : ଜମି କିଣିବା ପାଇଁ ବ୍ୟାଙ୍କରୁ ୧୨ ଲକ୍ଷ ଟଙ୍କା ଉଠାଇ ରାସ୍ତାପାଖରେ ଠିଆ ହୋଇଥିଲେ ଜଣେ ଶିକ୍ଷକ। ବାଇକ୍‌ରେ ଆସି ତାଙ୍କ ପାଖରୁ ଟଙ୍କା ବ୍ୟାଗ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ଭଦ୍ରକ ଟାଉନ…
Read More...

ଦୁଇ ଦୁଷ୍କର୍ମକାରୀଙ୍କୁ ଜୀବନ୍ତ ଜାଳିଦେଲେ ଗାଁ ଲୋକେ

ରାଞ୍ଚି: ଦୁଇ ଦୁଷ୍କର୍ମକାରୀଙ୍କୁ ଗାଁ ଲୋକେ ଦେଲେ ଦଣ୍ଡ। ବିଚ୍‌ ରାସ୍ତାରେ ଠିଆ କରି ଅଭିଯୁକ୍ତଙ୍କୁ ଜୀବନ୍ତ ଜାଳି ଦେଲେ। ଏଭଳି ଏକ ଘଟଣା ଘଟିଛି ଝାଡଖଣ୍ଡର ଗୁମଲା ଜିଲ୍ଲାରେ। ଝଡଖଣ୍ଡ ଗୁମଲା ଜିଲ୍ଲାର ସଦର ଥାନା…
Read More...

ଖରା ଦିନେ ବ୍ୟବହାର କରନ୍ତୁ ଏହି ଫେସ ପ୍ୟାକ

ଜୀବନ ଏବେ ଏପରି ବ୍ୟସ୍ତବହୁଳ ହୋଇଯାଇଛି ଯେ ନିଜ ପାଇଁ ସମୟ ଟିକେ କାଢ଼ିବା କଷ୍ଟକର ହୋଇ ପଡୁଛି । ଏହି ବ୍ୟସ୍ତ ବହୁଳ ଜୀବନରେ ଆମେ ଆମ ଶରୀର ପ୍ରତି ଯତ୍ନ ନେଇ ପାରୁନେ । ଯେଉଁଥିପାଇଁ ଶରୀରରେ ବହୁ ପ୍ରକାର ଅସୁବିଧା…
Read More...

୧୦ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌

ଭୁବନେଶ୍ବର :   ବାରବାଟୀ ଟି-ଟେ୍ଵଣ୍ଟି ମ୍ୟାଚ୍‌ ପାଇଁ ୧୦ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ । ଭୁବନେଶ୍ୱର ମେ ଫେୟାରରେ ରହିବେ ଖେଳାଳି । ଖେଳାଳିଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତି…
Read More...

ସଲମାନ୍‌ଙ୍କୁ ଧମକପୂର୍ଣ୍ଣ ଚିଠି ଦେଇଥିବା ବ୍ୟକ୍ତି ଗିରଫ

କିଛି ଦିନ ତଳେ ସିଙ୍ଗର ସିଦ୍ଧୁ ମୁସେଓ୍ଵାଲାଙ୍କୁ ଦିନ ଦ୍ୱିପ୍ରହରରେ ହତ୍ୟା ପରେ ସଲମାନ୍‌ ଖାନ୍‌ ଓ ତାଙ୍କ ବାପାଙ୍କୁ ଜୀବନରୁ ମାରି ଦେବାକୁ ଧମକ ମିଳିଥିଲା। ସଲମାନଙ୍କ ବାପା ସଲିମ୍‌ ଖାନ୍‌ ଓ୍ଵାକିଂ କରିବାକୁ ଯିବା…
Read More...