ଶିକ୍ଷକ ବଦଳି ପ୍ରତିବାଦ, ରାସ୍ତାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ବାରିପଦା(ବିଶ୍ୱଜିତ୍ ମହାନ୍ତି) : ଶିକ୍ଷକଙ୍କ ବଦଳିକୁ ବିରୋଧ କରି ରାଜରାସ୍ତାରେ ବସିଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ । ଏଭଳି ଘଟଣା ଦେଖିବାକୁ ମିଳିଛି କପ୍ତିପଦା ବ୍ଲକ ନୁଆସାହି ଛକରେ । ନୁଆସାହିରେ ଥିବା ଅରବିନ୍ଦ…
Read More...

ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ବନ୍ୟା ପ୍ରଭାବିତ ଙ୍କୁ ମିଳିବ ରିଲିଫ୍ ସହାୟତା

ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ଗଣିଆ ଏବଂ ଖଣ୍ଡପଡ଼ା ବ୍ଲକ୍ ର ବହୁ ପଞ୍ଚାୟତ ମହାନଦୀ ର ଜଳସ୍ତର ବୃଦ୍ଧି ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ରାଜ୍ୟ ସରକାରଙ୍କ ଙ୍କ ତରଫରୁ ୧୦ ଟି ଜିଲ୍ଲାକୁ…
Read More...

ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଦ୍ଵାରା ସଦ୍ଭାବନା ଦିବସ ପାଳିତ

ଜଟଣୀ(ସଞ୍ଜୀବ କୁମାର) : ସମସ୍ତ ଧର୍ମ, ଭାଷା ଏବଂ କ୍ଷେତ୍ରର ଜନସାଧାରଣଙ୍କ ମଧ୍ୟରେ ଜାତୀୟ ସ°ହତି ତଥା ସାମ୍ପ୍ରଦାୟିକ ସୈହାର୍ଦ୍ଦ୍ୟକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ରାଜୀବ…
Read More...

କାନ୍ଥ ପଡି ୨ଭଉଣୀଙ୍କ ମୃତ୍ୟୁ

ମୟୂରଭଞ୍ଜ(ବିଶ୍ୱଜିତ୍ ମହାନ୍ତି) : କାନ୍ଥ ପଡି ଗୋଟିଏ ପରିବାରର ୨ ନାବାଳିକା ଭଉଣୀଙ୍କ ମୃତ୍ୟୁ। ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଲୁହାକାନି ପଞ୍ଚାୟତ ଭୋଳବେଡା ଗ୍ରାମରେ ଶୁକ୍ରବାର ରାତିରେ ପ୍ରବଳ ବର୍ଷା ପାଇଁ କାନ୍ଥ…
Read More...

ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଧର୍ମଶାଳା(ସୁଜିତ କୁମାର ରାଉତ) : ବୃକ୍ଷ ହିଁ ଜୀବନ । ଗୋଟିଏ ଗଛ କୋଟିଏ ଜୀବନ ଵଂଚାଇବାରେ ସାହାଯ୍ୟ କରେ।ସମାଜରେ ବଂଚିରହିବା ପାଇଁ ଅମ୍ଳଜାନ ଅପରିହାର୍ଯ୍ୟ।ତେଣୁ ଅମ୍ଳଜାନ ପାଇବା ପାଇଁ ଆମକୁ ପରିବେଶକୁ ବୃକ୍ଷରୋପଣ…
Read More...

ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ଦେବଗଡ଼(ଅରୂପାନନ୍ଦ ନାୟକ) : ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା । ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଆଉଁଳି ଗ୍ରାମରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏକ ମହୁଲ ଗଛରେ ରଶି ଲଗାଇ ଉଭୟ ପ୍ରେମୀ ଯୁଗଳ…
Read More...

ଉଦଳା କୋର୍ଟ ମହିଳା ଅଭିଯୁକ୍ତ ଚଂପଟ ମାରିବା ଘଟଣା ଖଜାଖୋଜି ପରେ ପୁଣି ଧରା ପଡ଼ିଲା ନନ୍ଦିନୀ

ମୟୂରଭଞ୍ଜ(ବିଶ୍ୱଜିତ୍ ମହାନ୍ତି) : ଅଭିଯୁକ୍ତକୁ ସଜା ଶୁଣାଇ ସାରିଥିଲେ ବରିଷ୍ଠ ଦୌରାଜଜ | ଶୁଣାଣି ଦିନ ଅନୁପସ୍ଥିତ ଥିଲେ ଆଉ ଏବେ ପୋଲିସ ଗିରଫ କରି ହାଜିରା ନିମନ୍ତେ କୋର୍ଟକୁ ନେଇଥିବା ବେଳେ ପୋଲିସ ଉପସ୍ଥିତିରେ…
Read More...

ପୂର୍ବତନ ପ୍ରଧାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ଖିଲାରଙ୍କ ଦଶମ ଶ୍ରାଦ୍ଧ ଦିବସ ପାଳିତ

ନୂଆଗାଁ(ପୁଷ୍ପଲତା ପ୍ରଧାନ) : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଖାଲମଡା ଗ୍ରାମ ରେ ଥିବା ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ଖିଲାର ଙ୍କ ଶ୍ରାଦ୍ଧ ଦିବସ ଗ୍ରାମ ରେ ଥିବା ବିଦ୍ୟାଳୟରେ…
Read More...

ବିଜୁ ଛାତ୍ର ଜନତା ଦଳ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ନୂଆଗାଁ(ପୁଷ୍ପଲତା ପ୍ରଧାନ) : ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବାହାଡ଼ ଝୋଲା ,ହରିପୁର , ବେରୁଆଁ ବାରି ଗ୍ରାମ ପଞ୍ଚାୟତ ବିଜୁ ଛାତ୍ର ଜନତା ଦଳ ତରଫରୁ ବୃକ୍ଷ…
Read More...

ଦୁଇ ବଖରା ଘର ପୋଡ଼ି ଭସ୍ମୀଭୂତ

ରାଜକନିକା(ପ୍ରଣୟ ନାୟକ) : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ସୋମବାର ବିଳମ୍ୱିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି | ଗୋବିନ୍ଦପୁର ଶରତ ଦାସ ଓ ନିର୍ମଳ ଦାସଙ୍କ ଦୁଇ ବଖରା ଘର…
Read More...