ଆମ୍ବୁଲାନ୍ସ ଧକ୍କାରେ ଜଣକ ମୃତ୍ୟୁ

ଖୋର୍ଦ୍ଧା(ରାକେଶ କୁମାର ଜଗଦେବ) : ଖୋର୍ଦ୍ଧା ୧୬ ନଂ ଜାତୀୟ ରାଜପଥ ଚଣ୍ଡେଶ୍ୱର ନିକଟରେ ଆମ୍ବୁଲାନସ ଧକ୍କାରେ ଜଣେ ମୃତ , ମୃତକଙ୍କ ନାମ କୁବେର ନାୟକ , ୫୦ ବର୍ଷ , ଘର ସ୍ଥାନୀୟ ଚଣ୍ଡେଶ୍ୱର ଗ୍ରାମ ଇନ୍ଦିରା କଲୋନୀରେ…
Read More...

ଯୁବ ସାମ୍ବାଦିକ ବ୍ରଜ କିଶୋର ସିଂ ଙ୍କ ଅକାଳ ବିୟୋଗ

ରାଜକନିକା (ପ୍ରଣୟ ନାୟକ) : ଯୁବ ସାମ୍ବାଦିକ ବ୍ରଜ କିଶୋର ସିଂ ଙ୍କ ଅକାଳ ବିୟୋଗ | ରାଜକନିକା ବ୍ଲକର ସମ୍ବାଦ ଖବର କାଗଜର ବ୍ଲକ ପ୍ରତିନିଧି ରାଜ କିଶୋର ସିଂ କଟକରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି |…
Read More...

କରୋନାରେ ଆକ୍ରାନ୍ତ ହେଲେ ଉପ-ରାଷ୍ଟ୍ରପତି ଏମ୍ .ଭେଙ୍କେଆ ନାଇଡ଼ୁ

ନୂଆଦିଲ୍ଲୀ : କରୋନାରେ ଆକ୍ରାନ୍ତ ହେଲେ ଉପ-ରାଷ୍ଟ୍ରପତି ଏମ୍ .ଭେଙ୍କେଆ ନାଇଡ଼ୁ । ବର୍ତ୍ତମାନ ସେ ହାଇଦ୍ରାବାଦ୍ ରେ ରହିଥିବା ବେଳେ ହୋମ୍ ଆଇସୋଲେସନ୍ ରେ ଥିବା କୁହାଯାଇଛିି । ଏନେଇ ସେ ଟ୍ୱିଟରରେ ସୁଚନା ଦେଇଛନ୍ତି ।…
Read More...

ଫଟୋ ଉଠାଇବାରୁ ସାମ୍ବାଦିକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଲେ ପୁଲିସ ଵାବୁ !!

ବାଲେଶ୍ଵର: ଓଡ଼ିଶାରେ ହରରିୟାଣା ପୋଲିସର ଦାଦାଗିରି । ସାମ୍ବାଦିକଙ୍କୁ ଠେଲାପେଲା କରିବା ସହ ମୁଣ୍ଡରେ ବନ୍ଧୁକ ଲଗାଇଲେ । ବାଲେଶ୍ୱର ଖନ୍ତାପଡ଼ାରେ ଘଟିଛି ଏଭଳି ଘଟଣା । ତଦନ୍ତ ପାଇଁ ହରିୟାଣା ପୋଲିସ୍ ଖନ୍ତାପଡ଼ାର ଷଷ୍ଠୀ…
Read More...

ପିସିସି ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ

ଭୁବନେଶ୍ୱର- ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ତ୍ତ୍ୱନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ରସୁଲଗଡ଼ ଛକ…
Read More...

ପୋସ୍କର ବିଫଳତା ପାଇଁ ଢ଼ିଙ୍କିଆବାସୀଙ୍କ ଉପରେ ରାଗ ସୁଜାଉଛନ୍ତି ସରକାର : କଂଗ୍ରେସ

ଭୁବନେଶ୍ୱର - ରାଜ୍ୟରେ ଶିଳ୍ପାୟନ ନାମରେ ସରକାର ରାଜ୍ୟକୁ ବ୍ୟବସାୟୀଙ୍କ ହାତରେ ଟେକିଦେବାରେ ଲାଗିଛନ୍ତି । ଆଇନ ଯାହା କହୁଛି ଜମି ଅଧିଗ୍ରହଣ କରିବାର ୫ ବର୍ଷ ମଧ୍ୟରେ ଯେଉଁ ପ୍ରକଳ୍ପ ପାଇଁ ଜମିଅଧିଗ୍ରହଣ କରାଯାଇଥିବ…
Read More...

20 ଲକ୍ଷ ଟଙ୍କାରୁ ଅଧିକ ଦେଶୀ ମଦ ଜବତ , ଚାଳକ ଗିରଫ

ଖୋର୍ଦ୍ଧା (ରାକେଶ କୁମାର ଜଗଦେବ) : ଟାଙ୍ଗୀ ଅବକାରୀ ପୋଲିସ୍ ନାଚୁଣୀ ଜଙ୍ଗଲ ମଧ୍ୟରେ ଚଢାଉ କରି 20 ଲକ୍ଷ ଟଙ୍କାରୁ ଅଧିକ ଦେଶୀ ମଦ ସହ ଜଣେ ଟ୍ରକ୍ ଚାଳକଙ୍କୁ ଗିରଫ କରିଛି | ଚୋରା ମଦ ଚୋରା ଚାଲାଣ ଅଭିଯୋଗରେ ଅବକାରୀ…
Read More...

ଢ଼ିଙ୍କିଆବାସୀଙ୍କ ଉପରେ ବର୍ବରୋଚିତ ଆକ୍ରମଣ କରିଥିବା ଦୋଷୀଙ୍କୁ ବାନ୍ଧ : କଂଗ୍ରେସ

ଭୁବନେଶ୍ୱର - କଳବଳ କୌଶଳ ପ୍ରୟୋଗ କରି ସ୍ୱାର୍ଥହାସଲ ପରେ ଲୁଚିଯିବା ଶଂଖାସୁର ପ୍ରକୃତି । ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ କଳବଳ କୌଶଳ ଖଟାଇ ଭୋଟ ହାତେଇ ନେଲାପରେ ନବୀନ ନିବାସରେ ତାଟି କବାଟ ପକାଇ ଲୁଚି ଯାଇ…
Read More...

ବିଜେଡି କୁ ଝଟକା , କଂଗ୍ରେସରେ ସାମିଲ୍ ହେଲେ ଅଶୋକ ବେହେରା

ଲୋଇସିଂହା(ମହେଶ କର) : ଲୋଇସିଂହା ରେ ଶାସକ ବିଜେଡି କୁ ଶକ୍ତ ଧକ୍କା । ଆଜି ଲୋଇସିଂହା ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀଯୁକ୍ତ ଅଶୋକ ବେହେରା ବିଧିବଦ୍ଧ ଭାବେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି। ଏବେ ବଲାଙ୍ଗିର…
Read More...

ଭରଚୁଆଲ ମାଧ୍ୟମରେ ଉଦଘାଟିତ ହେଲା କୁଡୁମୁଲୁଗୁମ୍ମା ଅଦାଲତ

ମାଲକାନଗିରି(ଅପୁର୍ବ ଥଣ୍ଡର) - କୁଡୁମୁଲୁଗୁମ୍ମା ରେ ଦେୱ।ନୀ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ର ଶୁଭ ଉଦଘାଟନ ହୋଇଯାଇଛି । ଓଡିଶା ଉଚ୍ଚ ନ୍ୟାୟାଳୟ ର ମୁଖ୍ୟ ନ୍ୟାୟମୂର୍ତ୍ତି ଏସ. ମୁରଲୀଧର ଭରଚୁଆଲ ମାଧ୍ୟମରେ…
Read More...