ବିଜେପି ସଭାପତି ଗିରଫ, କାହିଁକି ଜାଣନ୍ତୁ ?

କୋଲକାତା : ପଶ୍ଚିମବଙ୍ଗର ବିଜେପି ସଭାପତି ସୁକାନ୍ତ ମଜୁମଦାରଙ୍କୁ ପୁଲିସ ଗିରଫ କରିଛି  । ଶନିବାର ଅପରାହ୍ନରେ ସେ ହିଂସା ପ୍ରଭାବିତ ହାୱଡ଼ା ଜିଲ୍ଲାକୁ ଯାଉଥିବାବେଳେ ପୁଲିସ ତାଙ୍କୁ ଉଠାଇ ନେଇଥିଲା  । ସୁକାନ୍ତ…
Read More...

ଚାକିରିରୁ ବହିଷ୍କୃତ ହେଲେ ଭିଜିଲାନ୍ସ ଇନ୍ସପେକ୍ଟର

କଟକ ଅଫିସ : ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନାଙ୍କୁ ଶୁକ୍ରବାର ଚାକିରିରୁ ବହିଷ୍କାର କରାଯାଇଛି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ମାନସୀଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି । ଲାଞ୍ଚ ନେବା ମାମଲାରେ…
Read More...

ପୁଣି ଅନୁଭବଙ୍କ ନାଁ’ରେ ମାମଲା ରୁଜୁ କଲେ ବର୍ଷା

କଟକ: ପୁଣି ଚର୍ଚ୍ଚାରେ ବର୍ଷା ଅନୁଭବ ବିବାଦ ମାମଲା । ଅନୁଭବଙ୍କ ନାଁ ପୁଣି ଏକ ମାମଲା ରୁଜୁ କଲେ ପତ୍ନୀ ବର୍ଷା । ସେ କଟକ SDJMଙ୍କ କୋର୍ଟରେ କମ୍ପ୍ଲେନ କେସ୍ ରୁଜୁ କରିଛନ୍ତି । ଅନୁଭବ ତାଙ୍କର ସମ୍ମାନ ହାନି…
Read More...

ବାରବାଟୀ ମ୍ୟାଚ୍‌ରେ ସମସ୍ତ ଦର୍ଶକ ମାସ୍କ ପିନ୍ଧନ୍ତୁ:ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର:  ମାଡ଼ି ଆସୁଛି କରୋନା ଚତୁର୍ଥ ଲହର ।  ଗୁରୁବାର ହଠାତ୍‌ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇଛି । କିଛି ଶିକ୍ଷାନୁଷ୍ଠାନରେ ବି ଭୂତାଣୁ ପ୍ରବେଶ କଲାଣି । ଆଗକୁ ଓଡ଼ିଶାରେ ଗଣପର୍ବ ରଜ ଆସୁଛି ।…
Read More...

ଶପଥ ନେଲେ ହାଇକୋର୍ଟର ଦୁଇ ବିଚାରପତି

କଟକ: ତ୍ରିପୁରା ହାଇକୋର୍ଟରୁ ବଦଳି ହୋଇ ଆସିଥିବା ବିଚାରପତି ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର ଏବଂ ଆଇନଜୀବୀ ସଞ୍ଜୟ କୁମାର ମିଶ୍ର ଶୁକ୍ରବାର ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଇଛନ୍ତି । । ପୁରୁଣା କୋଠାର ନୂତନ…
Read More...

ଭୁବନେଶ୍ବର: ବାଚସ୍ପତି ନିର୍ବାଚନ ଲାଗି ନାମାଙ୍କନ ଭରିଲେ ବିକ୍ରମ କେଶରୀ ଆରୁଖ । ଆଜି ସେ ବିଧାନସଭା ସଚିବ ଦାଶରଥି ଶତପଥୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତାଙ୍କ ପ୍ରସ୍ତାବକ ହୋଇଛନ୍ତି ମୁଖ୍ୟମନ୍ତ୍ରୀ…
Read More...

ଜୁଲାଇ ୨ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ଜୁଲାଇରେ ୨ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ମୌସୁମୀ ଅଧିବେଶନ । ମୌସୁମୀ ଅଧିବେଶନ ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଚଳିତ ବର୍ଷ ମୌସୁମୀ ଅଧିବେଶନରେ ରହିଛି ୨୪ଟି କାର୍ୟ୍ୟ ଦିବସ । ଅଗଷ୍ଟ ୪…
Read More...

ଇନଷ୍ଟାଗ୍ରାମରେ ବନ୍ଧୁ ହେଲେ, ହୋଟେଲକୁ ଡାକି ମାରିଦେଲେ

ଜୟପୁର : ରାଜସ୍ଥାନ କୋଟାରେ ଏନ୍‌ଇଇଟି ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ଜଣେ ୧୭ ବର୍ଷୀୟା ଛାତ୍ରୀଙ୍କୁ ତାଙ୍କ ପୁରୁଷବନ୍ଧୁ ହତ୍ୟା କରିଛନ୍ତି। ମୃତ ଛାତ୍ରୀଙ୍କ ଘର ଛତିଶଗଡ଼ ବିଲାସପୁର ଅଞ୍ଚଳରେ ବୋଲି ଜଣାପଡିଛି।…
Read More...

ରାଜ୍ୟସଭା ଆସନ ପାଇଁ ଆଜି ଭୋଟ

ନୂଆଦିଲ୍ଲୀ : କିଣା ବିକା ବା ଘୋଡା ବେପାର ଭଳି ଅଭିଯୋଗ ମଧ୍ୟରେ ଶୁକ୍ରବାର ୧୬ ରାଜ୍ୟ ସଭା ଆସନ ପାଇଁ ହେବାକୁ ଯାଉଛି ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି(ଭାଜପା) ନିଜ ନିଜର…
Read More...

ବାରବାଟୀ ମ୍ୟାଚ, ଆଜି ପହଁଚିବେ ୨ ଟିମ

ଭୁବନେଶ୍ୱର : କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ୧୨ ତାରିଖରେ ହେବାକୁ ଥିବା ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟି-୨୦ କ୍ରିକେଟ୍‌ ମ୍ୟାଚ୍‌ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ଉଭୟ ଦଳର ଖେଳାଳି…
Read More...