ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ, ଜେରା ହେବେ ୨ ପୁରୁଷ ବନ୍ଧୁ

ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖା ଓଝା ଓରଫ ସୋନି(୨୨)ଙ୍କ ରହସ୍ୟଜନକ ମୃତ୍ୟୁକୁ ୪ ଦିନ ବିତିଛି। ପ୍ରାଥମିକ ତଦନ୍ତରୁ ରଶ୍ମିରେଖା ଆତ୍ମହତ୍ୟା କରିଥିବା କମିଶନରେଟ ପୋଲିସ ପକ୍ଷରୁ କୁହାଯାଉଥିବାବେଳେ ପରିବାର ଲୋକେ…
Read More...

ହ୍ରିତିକ ରୋଶନଙ୍କ ନୂଆ ଗାର୍ଲ ଫ୍ରେଣ୍ଡ, ଜାଣନ୍ତୁ କିଏ

ମୁମ୍ବାଇ: ହ୍ରିତିକ ରୋଶନଙ୍କ ନୂଆ ଗାର୍ଲ ଫ୍ରେଣ୍ଡକୁ ନେଇ ଅନେକ ଚର୍ଚ୍ଚା ହେଉଥିଲା। ତେବେ ବର୍ତମାନ ସେ ତାଙ୍କ ନୂଆ ସମ୍ପର୍କକୁ ଓପନ କରିଛନ୍ତି। ଅର୍ଥାତ ନିଜ ରିଲେସନସିପକୁ ନେଇ ସେ ତାଙ୍କ ବାନ୍ଧବୀ ବିଷୟରେ…
Read More...

ପ୍ରିୟଙ୍କା ଚୋପ୍ରାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଗାଏବ

ମୁମାଇ : ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ମଙ୍ଗଳବାର କିଛି ସମୟ ପାଇଁ ଗାଏବ ହୋଇ ଯାଇଛି । ଏହି ଖବର ଜଣାପଡିବା ପରେ ପ୍ରିୟଙ୍କାଙ୍କ ପ୍ରଶଂସକଙ୍କ ମନରେ କେବଳ ନିରାଶା ଭାବ ଦେଖାଯାଇଛି…
Read More...

ଷ୍ଟାଚ୍ୟୁ ଅଫ୍‌ ୟୁନିଟ୍‌ ନିକଟରେ ଭୂମିକମ୍ପ ଝଟକା

ଅହମଦାବାଦ : ଗୁଜରାଟର ନର୍ମଦା ଜିଲାର କଓ୍ବେଡ଼ିଆ ଗାଁ ନିକଟରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୩.୧ ଥିଲା ବୋଲି ଜାତୀୟ ଭୂକମ୍ପ ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।…
Read More...

ପୁଣି ଅନୁଭବଙ୍କ ଘରେ ରହିବେ ବର୍ଷା

କଟକ ଅଫିସ : କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷାଙ୍କ ପାରିବାରିକ ବିବାଦ ନୂଆ ମୋଡ଼ ନେଇଛି। ଏଣିକି ଅନୁଭବଙ୍କ ଘରେ ରହିବେ ବର୍ଷା । ବର୍ଷାଙ୍କୁ ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର…
Read More...

ଏକନାଥ ସିନ୍ଦେଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ : ଶିବସେନାର ବହୁ ବିଧାୟକଙ୍କ ସହ ସୁରଟରେ ପହଞ୍ଚିଥିବା ଏକନାଥ ସିନ୍ଦେଙ୍କ ବିରୋଧରେ ଉଦ୍ଧବ ଠାକୁର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତାଙ୍କୁ ଶିବସେନାର ବିଧାନସଭା ଦଳର ନେତା ପଦରୁ ହଟାଇ ଦିଆଯାଇଛି।…
Read More...

ଯଶବନ୍ତ ସିହ୍ନା ହେଲେ ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ : ଟିଏମ୍‌ସି ନେତା ଯଶବନ୍ତ ସିହ୍ନା ହେଲେ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ। ଏ ନେଇ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ ମଙ୍ଗଳବାର ଘୋଷଣା କରିଛନ୍ତି। ମିଳିତ ବିରୋଧୀ ଦଳ ବୈଠକରେ ସିହ୍ନାଙ୍କ…
Read More...

ବିଳମ୍ବିତ ରାତ୍ରରେ ରାସ୍ତାରେ ବୁଲିବା ଅପରାଧ ନୁହେଁ :କୋର୍ଟ

ମୁମ୍ବାଇ  : ବିଳମ୍ବିତ ରାତ୍ରରେ ରାସ୍ତାରେ ବୁଲିବା କୌଣସି ଅପରାଧ ନୁହେଁ ବୋଲି ମୁମ୍ବାଇର ଏକ କୋର୍ଟ ଏକ ମାମଲାର ବିଚାର କରି କହିଛନ୍ତି। କର୍ଫ୍ୟୁ ଜାରି ହୋଇ ନ ଥିଲେ ରାସ୍ତାରେ ବୁଲିବା ଅପରାଧ ନୁହେଁ ବୋଲି କୋର୍ଟ…
Read More...

ସାରା ରାଜ୍ୟକୁ ସ୍ପର୍ଶ କଲା ମୌସୁମୀ ବାୟୁ

ଭୁବନେଶ୍ୱର : ସାରା ରାଜ୍ୟକୁ ଅଗ୍ରସର ହେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଜୁନ୍‌ ୧୬ରେ ଓଡିଶା ଛୁଇଁଥିଲା…
Read More...

ବର୍ଷ ବର୍ଷ ଚାଲିବ ଋଷ ଯୁକ୍ରେନ ଯୁଦ୍ଧ!

କିଭ୍‌ : ୟୁକ୍ରେନ୍‌-ରୁଷିଆ ଯୁଦ୍ଧ ନିକଟ ଭବିଷ୍ୟତରେ ଶେଷ ହେବାର ସମ୍ଭାବନା ନାହିଁ। ଏହା ବର୍ଷ ବର୍ଷ ଧରି ଚାଲିପାରେ ବୋଲି ନାଟୋ ମହାସଚିବ ଜେନ୍ସ ଷ୍ଟୋଲେନ୍‌ବର୍ଗ ପ୍ରକାଶ କରିଛନ୍ତି।ଏନେଇ ୟୁକ୍ରେନ୍‌କୁ ସମର୍ଥନ…
Read More...