ଆରମ୍ଭ ହେଲା ଜଗନ୍ନାଥଙ୍କ ପହଣ୍ଡି

ପୁରୀ: ନବଦିନାତ୍ମକ ଯାତ୍ରା ସାରି ଆଜି ଜନ୍ମବେଦୀରୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି  । ତାଳଧ୍ୱଜ ରଥରେ ବଳଭଦ୍ର, ଦର୍ପଦଳନ ରଥରେ ଭଉଣୀ ସୁଭଦ୍ରା ଓ ନନ୍ଦିଘୋଷ ରଥରେ ରତ୍ନବେଦୀକୁ ବାହୁଡ଼ିବେ ମାହାପ୍ରଭୁ ଶ୍ରୀ ଜଗନ୍ନାଥ ।…
Read More...

ଆପଣଙ୍କର ଏହି ସ୍ଥାନରେ କଳା ଜାଇ ଅଛିକି?

କଳାଜାଇକୁ ସାଧାରଣତଃ ବ୍ୟୁଟି ସ୍ପଟ୍‌ ବୋଲି କୁହାଯାଇଥାଏ। କିନ୍ତୁ ଏହା ବି ଅନେକ ସମୟରେ ଆମକୁ ଶୁଭ, ଅଶୁଭର ସୂଚନା ଦେଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ତେବେ ଶରୀରର କେଉଁ ଅଙ୍ଗରେ କଳାଜାଇ ଥିଲେ କି…
Read More...

ସରପଞ୍ଚଙ୍କ ଘରେ ନିଆଁ ଲଗାଇଲେ ଲୋକେ

ବାଲେଶ୍ୱର: ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧିନସ୍ଥ ଶ୍ରୀଜଙ୍ଗ ଗାଁରେ ଜଣେ ଯୁବକଙ୍କୁ ଚୋରି ଅଭିଯୋଗରେ ପିଟିପିଟି ହତ୍ୟା କରିଛନ୍ତି । କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ପିଟିଥିଲେ କିଛି ଲୋକ। ଗୁରୁତର…
Read More...

ନେଉଥିଲେ ଲାଞ୍ଚ, ମାଡ଼ିବସିଲା ଭିଜିଲାନ୍ସ

ବାରିପଦା : ମୟୂରଭଞ୍ଜ ଜିଲା ରରୁଆଁ ତହସିଲଦାର ସତ୍ୟ ସୁନ୍ଦର ରାଉତ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଏକ ଘରବାଡ଼ି ପଟ୍ଟା କରାଇ ଦେବା ବାବଦରେ ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ…
Read More...

ନବୀନଙ୍କୁ ଏମିତି କହିଲେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର : ଏନ୍‌ଡିଏ ସମର୍ଥିତ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି ସକାଳେ ଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଆସିଥିଲେ। ଏଠାରେ ପହଞ୍ଚିବା ପରେ ସିଧା ଅତିଥି ଭବନ ଯାଇଥିଲେ। ସେଠାରୁ ପୁଣି…
Read More...

ଚଳଚଂଚଳ ଶ୍ରୀକ୍ଷେତ୍ର

ପୁରୀ : ରାତି ପାହିଲେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ମହାପ୍ରଭୁ ଜନ୍ମବେଦୀ ଛାଡି ରତ୍ନବେଦୀକୁ ବାହୁଡିବେ। ଶୁକ୍ରବାର ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ଶେଷ ହୋଇଛି । ସନ୍ଧ୍ୟାଦର୍ଶନ ଲାଗି…
Read More...

ଧାରଣାସ୍ଥଳରୁ ରୁଚିକା ମହାନ୍ତିଙ୍କ ମା’ଙ୍କୁ ଉଠେଇନେଲା ପୋଲିସ

ଭୁବନେଶ୍ୱର : ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ତାଙ୍କ ମା’ କଲେଜ ଗେଟ୍‌ ସମ୍ମୁଖରେ ଅନଶନରେ ବସିଥିଲେ। ତେବେ ଶୁକ୍ରବାର ରୁଚିକାଙ୍କ ମା’ଙ୍କୁ ପୋଲିସ ଉଠାଇ ନେଇଛି । ଏହାସହିତ ନବ…
Read More...

ପୁଣି ୟୁକ୍ରେନ ଉପରେ ଋଷର ମଶାଇଲ ମାଡ

କିଭ :ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୩୪ତମ ଦିନରେ ପହଞ୍ଚିଛି। ରୁଷିଆ ପୁଣି ୟୁକ୍ରେନର ଖାର୍କିଭ ଏବଂ ଡୋନେସ୍କ ସହରରେ ମିଶାାଇଲ ମାଡ଼ କରିଛି। ଏଥିରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି।…
Read More...

ଝାଡା ବାନ୍ତି ପାଇଁ ୩୫ଛାତ୍ର ମେଡିକାଲରେ ଭର୍ତ୍ତି

ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଡୁମ୍ବୁରିନେଲି ସଦର ପଞ୍ଚାୟତରେ ରହିଥିବା ଦଣ୍ଡାପୋଡା କେବିକେ ଛାତ୍ର ନିବାସର ୩୫ ଛାତ୍ର ଝାଡ଼ାବାନ୍ତି ଆକ୍ରାନ୍ତ। ଗୁରୁବାର ରାତିରେ ହଷ୍ଟେଲ ଛାତ୍ରମାନେ…
Read More...

ଶପଥ ନେଲେ ବିଜେଡିର ନବନିର୍ବାଚିତ ସାଂସଦ

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ଭାବେ ଆଜି ଶପଥ ନେଇଛନ୍ତି ମାନସ ରଞ୍ଜନ ମଙ୍ଗରାଜ ଏବଂ ସୁଲତା ଦେଓ । ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଉଭୟ…
Read More...