ମୋକିମଙ୍କୁ କାରଣ ଦର୍ଶାଓ ନୋଟିସ

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନ ସରିଲା । ଏବେ ଆକ୍ସନ ଆରମ୍ଭ । ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇଥିବା କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ପିସିସି ସଭାପତି ଶରତ ପଟ୍ଟନାୟକ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।…
Read More...

ଦ୍ଵିତୀୟ ରାଉଣ୍ଡ ଗଣତିରେ ଆଗରେ ଦ୍ରୌପଦୀ

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନର ଦ୍ୱିତୀୟ ରାଉଣ୍ଡ ଫଳାଫଳ ଆସିଛି  । ପ୍ରଥମ ରାଉଣ୍ଡ ଭଳି ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ଓଡ଼ିଶା ଝିଅ ଦ୍ରୌପଦୀ ମୁର୍ମୁ ନିଜର ପ୍ରତିପକ୍ଷ ଯଶୱନ୍ତ ସିହ୍ନାଙ୍କ ଠାରୁ ଢେ଼ର ଆଗରେ…
Read More...

ଇଟାଲୀ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ରୋମ: ଜାତୀୟ ଏକତା ମିଳିତ ସରକାର ଭାଙ୍ଗିବା ପରେ ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗି ଗୁରୁବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ମିଳିତ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ସଦସ୍ୟମାନେ ଟ୍ରଷ୍ଟ ଭୋଟ୍‌ରେ ଅଂଶଗ୍ରହଣ ନ କରିବା…
Read More...

ପୁଣି ୨୫ରେ ହଜାର ହେବାକୁ ସୋନିଆଙ୍କୁ ନୋଟିସ

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କୁ ଗୁରୁବାର ଜେରା କରିଥିଲା। ପ୍ରାୟ ୩ ଘଣ୍ଟା ଇଡିର ଅଧିକାରୀମାନେ ସୋନିଆଙ୍କୁ ପଚରାଉଚରା କରିଥିଲେ।…
Read More...

ସାଇବର ଠକଙ୍କ କବଳରେ ଅଗ୍ନିଶମ ଡିଜି

ଭୁବନେଶ୍ୱର : ସାଇବର ଠକଙ୍କ ଟାର୍ଗେଟରେ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ। ତାଙ୍କ ନାମରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଫେକ୍‌ ହ୍ବାଟ୍ସଆପ୍‌ ଆକାଉଣ୍ଟ ଖୋଲି ବନ୍ଧୁ ଓ ପରିବାର ଲୋକଙ୍କୁ ମାଗୁଛନ୍ତି ଟଙ୍କା।…
Read More...

୨୪ଯାଏ କାଚିବ ବର୍ଷା

ଭୁବନେଶ୍ୱର: ଦକ୍ଷିଣ ଝାଡଖଣ୍ଡ ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଶକ୍ତିଶାଳୀ ହୋଇଛି ମୌସୁମୀ ଟ୍ରପଲାଇନ୍। ଏହାର ପ୍ରଭାବରେ ଆସନ୍ତା ୪ଦିନ ପର୍ୟ୍ୟନ୍ତ ସାରା ରାଜ୍ୟରେ ଅବିଶ୍ରାନ୍ତ…
Read More...

ଅର୍ଥ ହଡ଼ପ ଅଭିଯୋଗରେ ମାନସିକ ଅନଗ୍ରସର ବିଦ୍ୟାଳୟରେ ଭିଜିଲାନ୍ସ ଟିମ୍‌

ବ୍ରହ୍ମପୁର: ସମର୍ଥ ମାନସିକ ଅନଗ୍ରସର ବିଦ୍ୟାଳୟରେ  ଭିଜିଲାନ୍ସ ଟିମ୍‌।  ଏହି ବିଦ୍ୟାଳୟ କର୍ତ୍ତୃପକ୍ଷ ପିଲାଙ୍କ ଅର୍ଥ ହଡ଼ପ କରିଥିବା ନେଇ ଅଭିଯୋଗ ହେବା ପରେ ଏହାର ଖୋଲତାଡ଼ କରୁଛି ଭିଜିଲାନ୍ସ ଟିମ୍ । ଗଞ୍ଜାମ…
Read More...

ପୁଣି ଗଡିବ କଟକ ପାରାଦୀପ ମେମୁ

ପାରାଦୀ: ପାରାଦୀପବାସୀଙ୍କ ପାଇଁ ଖୁସିର ଖବର । ଆସନ୍ତା ୨୫ ତାରିଖରୁ ପାରାଦୀପରୁ କଟକ ଓ କଟକରୁ ପାରାଦୀପ ଦୁଇଟି ମେମୁ ଟ୍ରେନ୍‌ ଯିବା ଆସିବା କରିବ । ପ୍ରତି ଦିନ କଟକରୁ ଦିନ ୧୧ଟା ୩୦ରେ ଏହି ଟ୍ରେନ୍‌ ଛାଡ଼ିବାକୁ ଥିବା…
Read More...

ନବୀନଙ୍କୁ ଭେଟିଲେ ଅଭିନେତା ଆର୍ ମାଧବନ

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବଲିଉଡି ତଥା ସାଉଥ ଫିଲ୍ମର ପ୍ରସିଦ୍ଧ ଅଭିନେତା ଆର୍ ମାଧବନ । ସପରିବାର ନବୀନ ନିବାସ ଯାଇ ଆର୍ ମାଧବନ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି…
Read More...

ବଢୁଛି କରୋନା, ଟିକାକରଣକୁ ବ୍ୟାପକ କଲା ବିଏମସି

ଭୁବନେଶ୍ଵର : ଭୁବନେଶ୍ଵରରେ ମାଡୁଛି କରୋନା । ରାଜଧାନୀରେ ଟିକାକରଣକୁ ବ୍ୟାପକ କଲା ବିଏମସି। ରାଜଧାନୀର ବିଭିନ୍ନ ମଲରେ ବୁଷ୍ଟର ଡୋଜ୍ ଟିକାକରଣ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଆଜି ପାତ୍ରପଡା ଡିଏମ୍ ରେଗାଲିଆ ମଲ ସହ…
Read More...