ଆଉ ଜଣେ ଓଡ଼ିଆ ପୁଅଙ୍କୁ ଗୁରୁତ୍ଵ

ଭୁବନେଶ୍ୱର: ଓଡ଼ିଶାର ଜଷ୍ଟିସ ପ୍ରଦୀପ କୁମାର ମହାନ୍ତିଙ୍କୁ ମିଳିଛି ବଡ଼ ଦାୟିତ୍ୱ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଲୋକପାଳର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଲୋକପାଳର ନ୍ୟାୟିକ ସଦସ୍ୟ ଭାବେ କାର୍ଯ୍ୟ…
Read More...

ଐତିହ୍ୟ କରିଡ଼ର ପ୍ରକଳ୍ପ କୁ ପ୍ରଶଂସା କଲେ ବିଜେଡି ବିଧାୟକ

ପୁରୀ  : ବିବାଦ ରେ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମହାନ କାମ ବୋଲି କହୁଛନ୍ତି ବିଜେଡି ବିଧାୟକ ଅଶ୍ୱନୀ ପାତ୍ର । ଏହା ସହ ରାଜ୍ୟବାସୀଙ୍କ ସମର୍ଥନ ରହିଛି , ଆଇନ ଅନୁସାରେ ଆହୁରି କିଭଳି ଭଲ କାମ ହୋଇ ପାରିବ…
Read More...

ପୁଣି ପ୍ରଧାନମନ୍ତ୍ରୀଙ୍କୁ ଅଣଦେଖା କଲେ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: ପୁଣି ପ୍ରଧାନମନ୍ତ୍ରୀଙ୍କୁ ଅଣଦେଖା କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ। ଆଜି ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ଏକ ସରକାରୀ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିଲେ କେସିଆର।…
Read More...

ମହିଳାଙ୍କୁ ଟାଣିନେଲା କୁମ୍ଭୀର

ପଟ୍ଟାମୁଣ୍ଡାଇ(ଓଡ଼ିଶା ରିପୋର୍ଟର): ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ଜଣେ ମହିଳାଙ୍କୁ ଟାଣିନେଲା କୁମ୍ଭୀର। ଜୁଆର କମିବା ପରେ ମୃତଦେହ ଉଦ୍ଧାର କଲେ ସ୍ଥାନୀୟ ଲୋକେ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା…
Read More...

ଜାମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ସଂଘ

ଡେସ୍କ: ଜାମ୍ମୁ-କାଶ୍ମୀରରେ ଲସ୍କର-ଏ-ତୟବାର ୩ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି। କୁପ୍‍ୱାଡ଼ା ଜିଲ୍ଲାରେ ପୁଲିସ ସହ ସଂଘର୍ଷରେ ସେହି ୩ ଆତଙ୍କବାଦୀ ପ୍ରାଣ ହରାଇଥିବା ଜଣାପଡିଛି। କାଶ୍ମୀର ଜୋନ୍‍ ପୁଲିସ୍‍…
Read More...

ପଡୋଶୀ ଦେଶରେ ମଧ୍ୟ ଦେଖିବାକୁ ଖାଦ୍ୟ ଅଭାବ

ନୂଆଦିଲ୍ଲୀ: ଗତ କିଛି ମାସ ମଧ୍ୟରେ ବଢୁଥିବା ଦର ଦାମ ପ୍ରଭାବରେ ଅନେକ ଦେଶରେ ଖାଦ୍ୟ ସଂକଟ ଉପଜିଛି। ପଡ଼ୋଶୀ ରାଷ୍ଟ୍ର ଶ୍ରୀଲଙ୍କାରେ ଏହି ସମସ୍ୟା ଉପୁଜିଛି ବୋଲି ଆପଣ ଜାଣିଥିବେ ନିଶ୍ଚୟ। ଏବେ ଏହି ସମାନ ସମସ୍ୟା ଦେଇ…
Read More...

ରାଜ୍ୟରେ ବଡୁଛି ତାତି

ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିଲାଣି ତାତି । କିଛିଦିନର ବ୍ୟବଧାନ ପରେ କଲବଲ କରୁଛି ଖରା । ୪୦ ଡିଗ୍ରୀ ଉପରେ ଅଧିକାଂଶ ସହର । ଆସନ୍ତା ଦୁଇଦିନ ମଧ୍ୟରେ ତାପମାତ୍ରା ଆହୁରି ବଢ଼ିବ ବୋଲି ପୂର୍ବାନୁମାନ କରିଛି…
Read More...

କୁକୁର ବୁଲାଇବା ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ:ଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ ଖେଳାଳିଙ୍କୁ ବିଦା କରି ନିଜ କୁକୁର ବୁଲାଉଥିବା ଆଇଏଏସ ଅଧିକାରୀ ସଂଜୀବ ଖିରଓ୍ବାରଙ୍କୁ ଲଦାଖ ବଦଳି କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏହା ସହିତ ତାଙ୍କ ପତ୍ନୀ ରିଙ୍କୁ…
Read More...

ମଣିଷର ଇଚ୍ଛା ଏମିତି ବି ଥାଏ

ଦୁନିଆଁରେ ଲୋକଙ୍କର ଅଜବ ଅଜବ ସଉକ ଦଖିବାକୁ ମିଳେ । ନିଜକୁ ନିଜ ଇଚ୍ଛା ମୁତାବକ ବଦଳାଇବାକୁ ଚାହାଁନ୍ତି କିଛି ଲୋକ । ହେଲେ ମଣିଷ ନିଜକୁ କୁକୁର କରିବାକୁ ଚାହୁଁଥିବା କେବେ ଶୁଣିଛନ୍ତି ଏପରି ଘଟିଛି ଜାପାନରେ ।…
Read More...

ରାଗିଗଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ :ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କୁ ବସିବା ପାଇଁ ମିଳିଲାନି ଉପଯୁକ୍ତ ସିଟ୍ ଖଣ୍ଡେ । ରାଗିଯାଇ କାର୍ଯ୍ୟକ୍ରମକୁ ଅଧାରୁ ଛାଡି ସେ ଚାଲିଆସିଲେ । ଏଭଳି ଏକ ଘଟଣା ଆଜି ଦିଲ୍ଲୀର ନୂଆ ଉପ-ରାଜ୍ୟପାଳଙ୍କ ଶପଥପାଠ…
Read More...