ନନ୍ଦନକାନନରେ ବଜ୍ରକପ୍ତା ମୃତ୍ୟୁ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଟ୍ରାନ୍ସମିଟର ଲଗାଯାଇ ଥିବା ମାଈ ବଜ୍ରକାପ୍ତାର ମୃତ୍ୟୁ ହୋଇଛି। ୧୦ ବର୍ଷ ବୟସର ମାଈ ବଜ୍ରକାପ୍ତାଟି ଅସୁସ୍ଥ ହୋଇପଡିଥିଲା। ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି। ଫଳରେ…
Read More...

ଆମ୍ବର ଦାମ ଅଢ଼େଇରୁ ୩ ଲକ୍ଷ ଟଙ୍କା

ପଦ୍ମପୁର: ଦୁଇ ଦିନ ପରେ ସାବିତ୍ରୀ। ଏଣୁ ବଜାରରେ ଫଳ ଦର ଉଚ୍ଚା ରହିଛି। ଅନ୍ୟାନ୍ୟ ଫଳ ସହିତ ଆମ୍ବ ଦର ମଧ୍ୟ ମହଙ୍ଗା ରହିଛି। କିଛି ଆମ୍ବ କିଲୋ ପ୍ରତି ୧୦୦ ଟଙ୍କାରେ ମିଳୁଥିବା ବେଳେ ଆଉ କିଛି ୧୨୦ କିମ୍ବା ୧୪୦ରେ…
Read More...

ବିହନ ଧାନ ବିକ୍ରି ଚଳିତ ବର୍ଷ କମିଛି

ଭୁବନେଶ୍ବର : ଚଳିତ ବର୍ଷ ସରକାରୀ ଅଣଧାନ ବିହନ ବିକ୍ରି ପ୍ରାୟତଃ ଠପ୍ ହୋଇଛି। ଧାନ ବିହନ ବିକ୍ରି ୫୦ ପ୍ରତିଶତ ହ୍ରାସ ପାଇଛି। ଚଳିତ ବର୍ଷ ପୁନର୍ବାର କାର୍ଯ୍ୟକାରୀ କରାଯାଇଥିବା ଓଟିପି ସିଷ୍ଟମ ଯୋଗୁଁ ସରକାରୀ ବିହନ…
Read More...

କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ଏଏସଆଇ

ପୁରୀ: ପୁରୀ ଐତିହ୍ୟ କରିଡ଼ର ପ୍ରକଳ୍ପ ବିବାଦ ଥମିବାର ନାଆ ଧରୁନି ଏଏସ୍ଆଇ ପକ୍ଷରୁ ଜାରି ଅଣସ୍ୱୀକୃତିପ୍ରାପ୍ତ ନିର୍ମାଣ ତାଲିକାରେ ଶେଷରେ ଏଣ୍ଟ୍ରି ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଏସ୍ଆଇ ପକ୍ଷରୁ ଏହି…
Read More...

କେଦାରନାଥରେ ବଡୁଛି ମୂତ୍ୟୁ ସଂଖ୍ୟା

ଡେରାଡୁନ: କେଦାରନାଥ ଯାତ୍ରାରେ ଶୁକ୍ରବାର ଆଉ ୨ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁର କାରଣ ହୃଦ୍‌ଘାତ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଶୁକ୍ରବାର ଗୁଜରାଟର ପଟେଲ ଧନୀଶ ଭାଇ(୩୨) ଏବଂ ପାଟନାର ଭାନୁ…
Read More...

ଚୋରି ହେଲା ଟମାଟ

ଗୁରୁଗ୍ରାମ: ସାଧାରଣ ଲୋକ ଏବେ ଚିନ୍ତାରେ ଏବେ ବିଭିନ୍ନ ସାମଗ୍ରୀର ଦରଦାମ ଆକାଶ ଛୁଆଁ ହୋଇଛି। ପନିପରିବା ଠାରୁ ଆରମ୍ଭ କରି ତେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦାମ ଆଶାତୀତ ଭାବେ ବୃଦ୍ଧି ପାଇଛି। ଲୋକମାନେ ଦର…
Read More...

ଗୁପଚୁପ ଖାଉଛନ୍ତି କି ସାବଧାନ ହୋଇଯାଆନ୍ତୁ

କଟକ :ଛୋଟ ହେଉ କିମ୍ବା ବଡ ସମସ୍ତଙ୍କର ପ୍ରିୟ ଖାଦ୍ୟ ହେଲା ଗୁପଚୁପ କିନ୍ତୁ ଜାଣନ୍ତି କେମିତି ପ୍ରସ୍ତୁତ ହୁଏ। ନକଲି ହେଉ କି ଦୂଷିତ ଖାଦ୍ୟ, କଥା ଉଠିଲେ ଆଗ ଆସେ କଟକର ନାଁ । ପାଣି ହେଉ କି ତେଲ, ମସଲା ହେଉ କି ଘିଅ,…
Read More...

ଭାରତକୁ କୃତଜ୍ଞତା ଜଣାଇଲା ଶ୍ରୀଲଙ୍କା

କଲମ୍ବୋ: ଦୁଃସମୟରେ ସାହାଯ୍ୟ କରିଥିବାରୁ ଶୁକ୍ରବାର ଦିନ ଭାରତ ଓ ଜାପାନକୁ କୃତଜ୍ଞତା ଜଣାଇବା ସହ ପ୍ରଧାନମନ୍ତ୍ରୀ ରାନିଲ୍‌ ବିକ୍ରମସିଂ‌ଘେ କହିଛନ୍ତି ଯେ, ଆର୍ଥିକ ସଙ୍କଟଜନିତ ପ୍ରଭାବ ଏଡ଼ାଇବା ଲାଗି ଶ୍ରୀଲଙ୍କା…
Read More...

ଜାଣନ୍ତୁ ଲିଚୁରେ କଣ ରହିଛି ଫାଇଦା

ଏବେ ବଜାରରେ ଯେଉଁଠି ଦେଖିବେ ପୂଳା ପୂଳା ଲିଚୁ। ଏହା ଦେଖିବାକୁ ଯେମିତି ସୁନ୍ଦର ଖାଇବାକୁ ଆହୁରି ସୁଆଦିଆ। ମିଠା ଲାଗୁଥିବା ଏହି ରସାଳୁଆ ଫଳଟି ଅନେକ ଲୋକଙ୍କର ପ୍ରିୟ। ଏହା ଏକ ଋତୁଭିତ୍ତିକ ଫଳ ହୋଇଥିବାରୁ ସବୁ…
Read More...

ଔପନ୍ୟାସିକା ଗୀତାଞ୍ଜଳିଙ୍କୁ ଶ୍ରୀ ପୁରସ୍କାର

ନୂଆଦିଲ୍ଲୀ : ପ୍ରଥମ ହିନ୍ଦୀ ଔପନ୍ୟାସିକା ଗୀତାଞ୍ଜଳି ଶ୍ରୀଙ୍କୁ ମିଳିଛି ସମ୍ମାନଜନକ ବୁକର ପୁରସ୍କାର ମିଳିଛି। ତାଙ୍କ ରଚିତ ଓ ଆମେରିକୀୟ ଅନୁବାଦକ ଡେଜି ରକ୍‌ୱେଲ୍‌ଙ୍କ ଦ୍ବାରା ଅନୁଦିତ ଇଂରାଜୀ ଉପନ୍ୟାସ ‘ଟମ୍ବ…
Read More...