କାହାକୁ ଖଡଗେ ଦେବେ ଓଡ଼ିଶା ଦାୟିତ୍ଵ, ପ୍ରୀୟଙ୍କାଙ୍କୁ ନେଇ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ :ରାଜ୍ୟମାନଙ୍କରେ କଂଗ୍ରେସକୁ ସଜାଡ଼ିବା ପାଇଁ ସେ ପ୍ରାଥମିକତା ଦେବେ। ବିଶେଷ କରି ଓଡ଼ିଶା, ବିହାର ଓ ଆନ୍ଧ୍ରପ୍ରଦେଶରେ କଂଗ୍ରେସ ସଂଗଠନକୁ ଟ୍ରାକକୁ ଫେରାଇ ଆଣିବା ପାଇଁ ପ୍ରୟାସ କରାଯିବ ବୋଲି ଏଆଇସିସି…
Read More...

ଲୋକାର୍ପିତ ହେଲେ ବଡ ଶିବ ମୂର୍ତ୍ତି

ଜୟପୁର : ରାଜସ୍ଥାନର ରାଜସମନ୍ଦ ଜିଲ୍ଲାର ନାଥଦ୍ବାରାରେ ନିର୍ମିତ ଭଗବାନ ଶିବଙ୍କ ଭବ୍ୟ ପ୍ରତିମାକୁ ଲୋକାର୍ପଣ କରାଯାଇଛି। ଏଥିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଯୋଗଗୁରୁ ରାମଦେବ ଯୋଗଦେଇଥିଲେ।…
Read More...

ଶ୍ରୀମନ୍ଦିରରୁ ଖସିଲା ପଥର

ପୁରୀ :ବାରମ୍ବାର ଶ୍ରୀମନ୍ଦିରରୁ ପଥର ଖସିବା ପରେ ଭକ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଯାହା ଶ୍ରୀମନ୍ଦିର ମୁଦୁଲି ଦ୍ବାର ପାର୍ଶ୍ବ ନାଟମଣ୍ଡପ ଉପରୁ ଏହି ପଥର ଖସିଥିବା ବେଳେ ଏହା ଆକାରରେ ବହୁତ ବଡ଼ ବୋଲି…
Read More...

କଳା ହଳଦୀରେ କଣ ରହିଛି ଔଷଧିୟଗୁଣ, ଜାଣନ୍ତୁ

ସାଧାରଣ ହଳଦୀଠାରୁ ମଧ୍ୟ ଅନେକ ଲଭାଦାୟ କଳା ହଳଦୀ । ଆଣ୍ଟିବାୟୋଟିକ ରୂପେ ବ୍ୟବହାର ହେଉଥିବା ଏହି କଳା ହଳଦୀକୁ ବିଭିନ୍ନ ରୋଗର ଉପଚାର ପାଇଁ ବ୍ୟବହାର କରାଯାଏ। ବିଶେଷ କରି ଓଡ଼ିଶା, ପଶ୍ଚିମବଙ୍ଗ, ମଧ୍ୟପ୍ରେଦଶ,…
Read More...

ଆମେ ଖାଉଥିବା ସୋରିଷ ତେଲ ଆମ ସ୍ବାସ୍ଥ୍ୟ ପାଇଁ କେତେ ଲାଭଦାୟକ,ଜାଣନ୍ତୁ

ସାଧାରଣତଃ ଆମେ ରୋଷେଇ କଥା କହିଲେ ଆମେ ପ୍ରଥାରେ ତେଲ ସାମ୍ନାକୁ ଆସିଥାଏ । ଯାହା ଖାଦ୍ୟର ସ୍ବାଦ ବଢ଼ାଇବା ପାଇଁ ଅନେକଙ୍କ ଘରେ ଏହି ତେଲ ବ୍ୟବହାର ହୁଏ। ସୋରିଷ ତେଲ ସ୍ୱାସ୍ଥ୍ୟ ପାଇଁ ହିତକର ମଧ୍ୟ । ବିକଳ୍ପ ଚିକିତ୍ସା…
Read More...

ଲୋ’ ବ୍ଲଡପ୍ରେସର ଲୋକ ଖାଆନ୍ତୁ ଏହି ସବୁ ଖାଦ୍ୟ

ଲୋ ବ୍ଲଡପ୍ରେସର ବା କମ ରକ୍ତଚାପର ଆଉ ଏକ କାରଣ ଆପଣଙ୍କ ଖାଦ୍ୟ ମଧ୍ୟ ହୋଇପାରେ। ବିଶେଷଜ୍ଞଙ୍କ ମତ ଅନୁସାରେ ଆପଣ ଯାହା ସବୁ ଖା’ନ୍ତି, ତାହା ଆପଣଙ୍କ ସ୍ୱାସ୍ଥ୍ୟ, ହୃଦୟ ଏବଂ ରକ୍ତଚାପ ଉପରେ ପ୍ରଭାବ ପକାଇଥାଏ। ତେଣୁ…
Read More...

ଚିନ୍ତା ବଢ଼ାଇଛି ଦିଲ୍ଲୀ ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ଯୋଗୁଁ କଲବଲ ହେଉଛନ୍ତି ଦିଲ୍ଲୀବାସୀ। ଗତ ଦୁଇ ଦିନ ହେବ ଏଠାରେ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ସ୍ତରରେ ଥିବା ଆଇଏମ୍‌ଡି ସୂଚନା ଦେଇଛି। ଆଜି ସକାଳୁ ଦିଲ୍ଲୀରେ ଧୂଆଁର ଚାଦର ଦେଖିବାକୁ…
Read More...

ଝାଡ଼ଖଣ୍ଡ ରାଜନୀତି ପୁଣି ସରଗରମ,ଜାଣନ୍ତୁ କାହିଁକି

ରାଞ୍ଚି : କିଛିଦିନ ପାଇଁ ଥମି ଯାଇଥିବା ଏହି ପ୍ରସଙ୍ଗରେ ରାଜ୍ୟପାଳ ଟିପ୍ପଣୀ ଦେବାପରେ ପୁଣି ରାଜନୀତି ସରଗରମ ହୋଇଛି। ରାୟପୁରରେ ଏକ ଘରୋଇ ଚ୍ୟାନେଲକୁ ସାକ୍ଷାତକାର ଦେଇ ରାଜ୍ୟପାଳ ବୈଶ କହିଛନ୍ତି, ନିର୍ବାଚନ…
Read More...

ପୁଣି ବିମାନରେ ନିଆଁ, ଦୁର୍ଘଟଣାରୁ ଅଳ୍ପକେ ରକ୍ଷା

ନୂଆଦିଲ୍ଲୀ : ଇଣ୍ଡିଗୋର ଦିଲ୍ଲୀ-ବେଙ୍ଗାଲୁରୁ ଫ୍ଲାଇଟ୍‌ ଇଂଜିନରେ ଶୁକ୍ରବାର ଦିନ ଉଡ଼ାଣ ଆରମ୍ଭ ସମୟରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା‌। ଦିଲ୍ଲୀ ବିମାନ ବନ୍ଦରରୁ ବିମାନଟି ଉଡ଼ାଣ ଆରମ୍ଭ କରିବା ମାତ୍ରେ…
Read More...

ଦିଲ୍ଲୀ ହେବ ମଦ ମୁକ୍ତ ସହର

ନୂଆଦିଲ୍ଲୀ :ଦିଲ୍ଲୀ ହେବ ମଦ ମୁକ୍ତ ସହର ଘୋଷଣା କରିଛନ୍ତି ରାଜ୍ୟପାଳ । ଛଟ୍‌ ପୂଜା ପାଇଁ ଦିଲ୍ଲୀରେ ଆସନ୍ତା ଅକ୍ଟୋବର ୩୦ ତାରିଖରେ ସମ୍ପୂର୍ଣ୍ଣ ମଦ ନିଷିଦ୍ଧ ହେବ। ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନା ଆଜି ଏହି…
Read More...