କଟକ, ଭୁବନେଶ୍ୱରରେ ମେଟ୍ରୋ ପାଇଁ ଆରମ୍ଭ ହେଲା ପ୍ରଥମ ପର୍ଯ୍ୟାୟ କାମ

ଭୁବନେଶ୍ବର: କଟକ- ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା।କଟକର ତ୍ରିଶୂଳିଆ ଛକରୁ ଭୁବନେଶ୍ବରର ରାଜଭବନ ଛକ ଯାଏ ୨୪ ଟି ସ୍ଥାନରେ ଜିଓ ଟେକନିକାଲ ଇନଭେଷ୍ଟିଗେସନ ହେବ। ଏବେ ୩୦ ଫୁଟ ତଳରୁ…
Read More...

ଭାରତୀୟ ନୌସେନାର  ସାମିଲ୍ ହେବ ୨୬ ରାଫେଲ୍ ଯୁଦ୍ଧ ବିମାନ

ନୂଆଦିଲ୍ଲୀ :ଚୀନ ଓ ପାକିସ୍ତାନକୁ କଡ଼ା ଜବାବ ଦେବାକୁ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି ଭାରତ । ଗତ କିଛି ବର୍ଷ ମଧ୍ୟରେ ଭାରତର ସାମରିକ ଶକ୍ତି ବହୁତ ବୃଦ୍ଧି ପାଇଛି। ଏହି ସମୟରେ ଭାରତୀୟ ନୈସେନାର ଜାହାଜର…
Read More...

ମଣିପୁର ହିଂସା: ସୁପ୍ରିମକୋର୍ଟରେ ପହଞ୍ଚିଲେ ମଣିପୁର ସରକାର, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ :ମଣିପୁରରେ ହିଂସା ଦିନକୁ ଦିନ ଅଣାୟତ ହେବାରେ ଲାଗିଛି । ମଣିପୁରର ହିଂସା ପ୍ରଭାବିତ ଅଞ୍ଚଳରେ ଇଣ୍ଟରନେଟ୍ ସୁବିଧା ପୁନରୁଦ୍ଧାର ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ…
Read More...

କାହିଁକି ଏମିତି କହିଲେ ଶରତ ପାୱାର

ମୁମ୍ବାଇ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ପ୍ରତିଷ୍ଠାତା ଶରଦ ପାଓ୍ବାର ଏବେ ନିଜର ଦଳର ନିୟନ୍ତ୍ରଣକୁ ବଜାୟ ରଖିବାକୁ ସଂଗ୍ରାମ କରୁଛନ୍ତି । ଶନିବାର ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ…
Read More...

୫୦୦ଦିନ ବିତିଲା ଋଷ, ୟୁକ୍ରେନ ଯୁଦ୍ଧକୁ

କିବ୍ :  ଗତ ବର୍ଷ ଫେବ୍ରୁଆରି ୨୪ରେ ଆରମ୍ଭ ହୋଇଥିବା ରୁଷ-ୟୁକ୍ରେନ ଯୁଦ୍ଧ ଇତି ମଧ୍ୟରେ ୫୦୦ ଦିନରେ ପହଞ୍ଚିଛି । ଏହା ସତ୍ତ୍ବେ ଏହି ଯୁଦ୍ଧ ନିକଟ ଭବିଷ୍ୟତରେ ଶେଷ ହେବାର କୌଣସି ଆଶା ଦେଖାଯାଉନାହିଁ । ଏହି ଯୁଦ୍ଧରେ…
Read More...

କାହାକୁ ଏମିତି କଟାକ୍ଷ କଲେ ନୀତିନ ଗଦକରୀ

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଘଟଣାକ୍ରମକୁ ନେଇ ଏବେ ଏନ୍ସିପି-ବିଜେପି ମଧ୍ୟରେ ରାଜନୀତି ସରଗରମ ରହିଛି | ରାଜନୀତିର ପାଣିପାଗ କେତେବେଳେ ବଦଳିବ ତାହା କହିହେଉନାହିଁ | ଏହାରି ମଧ୍ୟରେ ମହାରାଷ୍ଟ୍ରରେ…
Read More...

ରେଲୱେ ବିଭାଗର ବଡ ଘୋଷଣା, ଜାଣନ୍ତୁ କଣ

ନୂଆଦିଲ୍ଲୀ : ବନ୍ଦେ ଭାରତ ଏକ୍ସପ୍ରେସ୍‌ ସମେତ ସମସ୍ତ ଟ୍ରେନ୍‌ରେ ଥିବା ଏସି ଓ ଏଜୁକେଟିଭ୍‌ କ୍ଲାସ୍‌ର ଏସି ସିଟ୍‌ ଯାତ୍ରା ଦର ୨୫ ପ୍ରତିଶତ କମିବ। ଏନେଇ ଶନିବାର ରେଲୱେ ବୋର୍ଡ ଘୋଷଣା କରିଛି। ବୋର୍ଡ ପକ୍ଷରୁ…
Read More...

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା , ଗଲାଣି ଅନେକ ଜୀବନ

ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଜାରି ରହିଛି ମତଦାନ । ଜୁନ୍‌ ୮ରେ ପଞ୍ଚାୟତ ନିର୍ବାଚନ ନେଇ ତାରିଖ ଘୋଷଣା ପରଠୁ ନିର୍ବାଚନୀ ହିଂସାରେ ଜଳୁଛି ପଶ୍ଚିମବଙ୍ଗ । ଗତ ରାତିକ ମଧ୍ୟରେ ପଶ୍ଚିମବଙ୍ଗରେ ୬ ଜଣଙ୍କ…
Read More...

ଚର୍ମ ସମସ୍ୟା ଦୂର କରେ ରସୁଣ , ଜାଣନ୍ତୁ କେମିତି

ରସୁଣ ରାନ୍ଧିବାରେ ଶତାବ୍ଦୀ ଧରି ବ୍ୟବହୃତ ହୁଏ | ରସୁଣ ଏପରି ଏକ ପନିପରିବା, ଯାହାର ଗୋଟିଏ ପରେ ଗୋଟିଏ ଅନେକ ଜବରଦସ୍ତ ଔଷଧୀୟ ଗୁଣ ଅଛି | ଏହି କାରଣରୁ ସମସ୍ତେ ଏହାକୁ ନିଜ ଖାଦ୍ୟର ଏକ ଅଂଶ କରିବା ଆବଶ୍ୟକ | ରସୁଣରେ…
Read More...

ଆପଣଙ୍କ ସହ ରାତିରେ ହେଉଛି କି ଏମିତି ?

ଅନେକ ଲୋକଙ୍କୁ ରାତିରେ ଠିକ ଭାବେ ନିଦ ହୁଏନାହିଁ । ତେବେ ଜାଣି ରଖନ୍ତୁ ନିଦ ନଆସିବା ଏକ ରୋଗ ସହ ସମାନ । ଏହା ସହିତ ଏହା ଅନେକ ରୋଗର କାରଣ ହୋଇପାରେ । ପ୍ରତ୍ୟେକ ମଣିଷ ୬-୮ ଘଣ୍ଟା ଶୋଇବା ଆବଶ୍ୟକ । ଯଦି କୌଣସି…
Read More...