ଭାରତୀୟ ନୌସେନାର  ସାମିଲ୍ ହେବ ୨୬ ରାଫେଲ୍ ଯୁଦ୍ଧ ବିମାନ

ନୂଆଦିଲ୍ଲୀ :ଚୀନ ଓ ପାକିସ୍ତାନକୁ କଡ଼ା ଜବାବ ଦେବାକୁ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି ଭାରତ । ଗତ କିଛି ବର୍ଷ ମଧ୍ୟରେ ଭାରତର ସାମରିକ ଶକ୍ତି ବହୁତ ବୃଦ୍ଧି ପାଇଛି। ଏହି ସମୟରେ ଭାରତୀୟ ନୈସେନାର ଜାହାଜର ଶକ୍ତି ମଧ୍ୟ ବହୁଗୁଣିତ ହେବାକୁ ଯାଉଛି। ଆଇଏନଏସ ବିକ୍ରାନ୍ତ ପାଇଁ ଫ୍ରାନ୍ସରୁ ୨୬ ରାଫାଲ୍ (ସମୁଦ୍ର ଯୁଦ୍ଧ ବିମାନ) ବିମାନ ପାଇଁ ଏକ ଚୁକ୍ତି ହୋଇପାରେ, ଯାହା ପିଏମ ମୋଦୀଙ୍କ ଗସ୍ତ ସମୟରେ ସ୍ୱାକ୍ଷରିତ ହୋଇପାରେ

। କୁହାଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପୂର୍ବରୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ଏହି ଚୁକ୍ତି ଉପରେ ଅନ୍ତିମ ମୁଦ୍ରା ନିଆଯାଇପାରେ।

 

 

 

Comments are closed.