କେଉଁ କାରଣ ପାଇଁ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ କ୍ଷମା ମାଗିଲେ ଏଲୋନ ମସ୍କ

ନୂଆଦିଲ୍ଲୀ, : ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପିୟୁଷ ଗୋୟେଲ ଆମେରିକାର କାଲିଫର୍ଣ୍ଣିଆରେ ଥିବା ଇଲେକ୍ଟ୍ରି କାର ନିର୍ମାତା ଟେସଲା କାରଖାନାକୁ ଗସ୍ତ କରିଥିଲେ। ଏଠାରେ ବିଭିନ୍ନ ବିଭାଗର ପ୍ରମୁଖ ଦାୟିତ୍ୱରେ ଥିବା…
Read More...

ଅଡ଼ୁଆରେ ପ୍ରିୟଙ୍କା ଗାନ୍ଧି, ଜାଣନ୍ତୁ କାହିଁକି

ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ‘ତଥ୍ୟହୀନ’ ବୟାନ ଦେଇଥିବା ଅଭିଯୋଗରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଆଜି ନିର୍ବାଚନ କମିଶନ(ଇସି) କାରଣ ଦର୍ଶାଅ ନୋଟିସ ଜାରି…
Read More...

ଆଜି ୨୦ ଜିଲ୍ଲାରୁ ୩୫ ମିଶନ ଶକ୍ତି ମା ଯିବେ ଦୁବାଇ

ଭୁବନେଶ୍ୱର : ନବୀନ ଓଡ଼ିଶାରେ ମାଆଙ୍କୁ ନୂଆ ପରିଚୟ । ହାଣ୍ଡିଶାଳର ଏରୁଣ୍ଡି ଡେଇଁ ବିଦେଶ ଯାଉଛନ୍ତି ମିଶନ ଶକ୍ତି ମାଆ । ଦୁବାଇରେ ପୁଣି ଥରେ ଚମକିବ ମିଶନ ଶକ୍ତି ମହିଳା । ଆଜି ସନ୍ଧ୍ୟାରେ ଦ୍ବିତୀୟ ପର୍ଯ୍ୟାରେ ୨୦…
Read More...

ଆଜି ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ, ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ: ଆଜି କ୍ରିକେଟ ଦିନିକିଆ ବିଶ୍ବକପର ପ୍ରଥମ ସେମିଫାନାଲ ମ୍ୟାଚ୍ । ମୁମ୍ବାଇରେ ହେବ ବିଗ୍ ଫାଇଟ । ମୁହାଁମୁହିଁ ହେବେ ଦୁଇ ଶକ୍ତିଶାଳୀ ଟିମ ଭାରତ ଓ ନ୍ୟୁଜିଲାଣ୍ଡ । ମୁ୍ମ୍ବାଇର ୱାଙ୍ଖଡେରେ ଦିନ ଦୁଇଟାରୁ…
Read More...

ସାହାରା ପ୍ରତିଷ୍ଠାତାଙ୍କ ପରଲୋକ

ଶିଳ୍ପପତି ତଥା ସାହାରା ପ୍ରତିଷ୍ଠାତା ସୁବ୍ରତ ରାୟଙ୍କର ଗତକାଲି ରାତିରେ ପରଲୋକ ଘଟିଛି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ଧରି ସେ…
Read More...

ରାଜନୈତିକ ଦଳ ଗୁଡ଼ିକଙ୍କୁ କଡା ନିର୍ଦ୍ଦେଶ ଦେଲେ ନିର୍ବାଚନ ଆୟୋଗ

ଆସନ୍ତାକାଲି ଅର୍ଥାତ ବୁଧବାର ଅପରାହ୍ନ ୫ଟା ସୁଦ୍ଧା ଆର୍ଥିକ ଅନୁଦାନର ସମ୍ପୂର୍ଣ୍ଣ ବିବରଣୀ ରଖିବେ ରାଜନୈତିକ ଦଳ। ଇଲେକ୍ଟୋରାଲ୍ ବଣ୍ଡ ବା ନିର୍ବାଚନ ବଣ୍ଡ ମାଧ୍ୟମରେ ପାଇଥିବା ଆର୍ଥିକ ଅନୁଦାନର ସମସ୍ତ ବିବରଣୀ…
Read More...

ଶିଶୁ ମାନଙ୍କ ପାଇଁ ନୂଆ ଯୋଜନା ଆରମ୍ଭ କଲେ ନବୀନ

ଭୁବନେଶ୍ବର: ଶିଶୁ ଦିବସରେ ଶୁଭାରମ୍ଭ ହେଲା ନୂଆ ଯୋଜନା ଆମ କୁନିପିଲା । ଯୋଜନାରେ ଶିଶୁମାନଙ୍କୁ ଘରେ ହିଁ ମିଳିବ ଆନନ୍ଦଦାୟକ ବନ୍ଧୁତ୍ଵପୂର୍ଣ୍ଣ ଅନୁକୂଳ ପରିବେଶ । ଘରର ପୁରୁଷ ସଦସ୍ୟମାନଙ୍କୁ କରାଯିବ ଶିଶୁ ଯତ୍ନରେ…
Read More...

୬୦ ଟଙ୍କାରେ ମିଳିବ ଡାଲି, ଜାଣନ୍ତୁ କେମିତି

ନୂଆଦିଲ୍ଲୀ : ଗତ କିଛି ମାସ ଧରି ମୁଦ୍ରାସ୍ଫୀତି ଯୋଗୁଁ ସାଧାରଣ ଜନତା ଅସୁବିଧାରେ ପଡ଼ିଥିଲେ, କିନ୍ତୁ ଅକ୍ଟୋବର ପାଇଁ ମୁଦ୍ରାସ୍ଫୀତି ତଥ୍ୟ କିଛି ମାତ୍ରାରେ ଆରାମ ଦେଇଛି। ଜୁଲାଇରୁ କ୍ରମାଗତ ତୃତୀୟ ମାସ ପାଇଁ ଖୁଚୁରା…
Read More...

ଦିନେ ଥିଲେ ବ୍ରିଟେନର ପ୍ରଧାନମନ୍ତ୍ରୀ ଏବେ ହେଲେ ବୈଦେଶିକ ମନ୍ତ୍ରୀ

ପୁଣି ରାଜନୀତିକୁ ଫେରିଲେ ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଡେଭିଡ୍‌ କାମେରନ୍‌ । ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ତାଙ୍କୁ ଦେଲେ ବଡ଼ ଦାୟିତ୍ୱ। ନିଜ ମନ୍ତ୍ରୀମଣ୍ଡଳରେ ତାଙ୍କୁ ସାମିଲ କରାଇଲେ ବ୍ରିଟେନ୍‌…
Read More...

ହିମାଚଳ ପ୍ରଦେଶର ସର୍ବ ପୁରାତନ ଭୋଟର ଦେହାନ୍ତ, ଶେଷ ଦର୍ଶନ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ

ଶିମଲା: ହିମାଚଳ ପ୍ରଦେଶର ସର୍ବ ପୁରାତନ ଭୋଟର ଗଙ୍ଗା ଦେବୀ ସୋମବାର କୁଲୁସ୍ଥିତ ତାଙ୍କ ଘରେ ମୃତ୍ୟୁ ବରଣ କରିଛନ୍ତି। ବିଜେପି ଜାତୀୟ ରାଷ୍ଟ୍ରପତି ଜେପି ଜେପି ନଡ୍ଡା ସମ୍ପର୍କୀୟ ଗଙ୍ଗା ଦେବୀଙ୍କୁ 104 ବର୍ଷ ବୟସ…
Read More...