ରେଞ୍ଜରଙ୍କୁ ଆକ୍ରମଣ

ଭୁବନେଶ୍ୱର : ଢେ଼ଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ଅଧୀନରେ ଥିବା ପଙ୍ଗାତିତା ବିଟ ର ଫରେଷ୍ଟ ଗାର୍ଡ ସୋମ୍ୟରଞ୍ଜନ ଦାସ କୁ କେନ୍ଦୁ କାଠ ମାଫିଆ ମାନେ ଅତକ୍ରିତ ଭାବେ ଆକ୍ରମଣ କରି ଡାହାଣ ଗୋଡ଼କୁ ଭୁଜାଲି ଦ୍ବାରା ହାଣି ରକ୍ତାକ୍ତ କରିଥିବା ସୂଚନା।

ସମ୍ୟଙ୍କ ସ୍ବାସ୍ଥ୍ୟ ଅବସ୍ତା ଠିକ ଥିବା ଦେଖିବାକୁ ମିଳୁଛି। କେନ୍ଦୁ କାଠ ମାଫିଆ ମାନଙ୍କ ପରିଚୟ ମିଳିନଥିବା ବେଳେ ଘଟଣା ସ୍ଥଳରେ ବନବିଭାଗ ର ଟିମ ପହଂଚି ତଦନ୍ତ ଆରମ୍ଭ କରିବା ସହ ଥାନାରେ ଲିଖିତ ଅଭିଯୋଗ ହୋଇଛି।

Comments are closed.