ପୁଣି କେଜ୍ରିୱାଲଙ୍କୁ ମିଳିଲା ଝଟକା

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଏକ ବଡ ଝଟକା ଲାଗିଛି। ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ୟୁଟ୍ୟୁବ ଭିଡିଓକୁ ପୁନଃ ଟୁଇଟ କରିବା ଯୋଗୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ବିରୋଧରେ ଦାଖଲ ହୋଇଥିବା ଅପରାଧିକ ମାନହାନୀ ମାମଲାକୁ ରଦ୍ଦ କରିବାକୁ ଦିଲ୍ଲୀ ହାଇକୋର୍ଟ ମନା କରି ଦେଇଛନ୍ତି।

Comments are closed.