ଆମେରିକା ଓ ଭାରତ ମଧ୍ୟରେ ଚୁକ୍ତି,ବିକ୍ରି କରିବ ଆପାଚେ ହେଲିକାପ୍ଟର

ଆମେରିକାରେ ପ୍ରସ୍ତୁତ ହୋଇଯାଇଛି ୬ଟି ନୂତନ କ୍ଷମତା ବିଶିଷ୍ଟ ଏଏଚ-୬୪-ଇ ଆପାଚେ ହେଲିକାପ୍ଟର ଯାହାକୁ ନେଇ ଭାରତ ଓ ଆମେରିକା ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଛି । ଏହି ଚୁକ୍ତି ମାଧ୍ୟମରେ ଆମେରିକା ଆପାଚେ ହେଲିକାପ୍ଟର ବିକ୍ରି କରିବ ଭାରତକୁ । ଯାହା ଦ୍ୱାରା ଭାରତ ପ୍ରତିରକ୍ଷା ବାହିନୀର ଶକ୍ତିକୁ ଆହୁରି ସୃଦୃଢ କରିପାରିବ ବୋଲି ଆଶା କରାଯାଉଛି ।

Comments are closed.