ସରକାରୀ ଅଫିସରେ ମଦ ଆଉ ମାଂସର ଆସର

ଆଜି ପଶ୍ଚିମ ଓଡିଶାର ପ୍ରସିଦ୍ଧ ଗଣପର୍ବ ନୂଆଖାଇ । ଗାଁ’ଠୁ ସହର ଉତ୍ସବମୁଖର । ପିଠାପଣା ବାସ୍ନା ସହ ନୂଆପୋଷାକ ଓ ନୃତ୍ୟ ଗୀତର ସମାହରରେ ଝୁମୁଛି ପଶ୍ଚିମ ଓଡିଶା । ଆରାଧ୍ୟ ଦେବୀ ମା ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି କରାଯାଉଛି । ଏହିଭଳି ଏକ ପବିତ୍ର ଦିନରେ ସରକାରୀ ଅଫିସରେ ଅଫିସରମାନେ ଖୁଲମଖୁଲା ମଦ ପିଉଛନ୍ତି । ଭଲକରି ଦେଖନ୍ତୁ ଏହି ଭିଡିଓ, କିପରି ନୂଆଖାଇରେ ବଡବାବୁ ମାନେ ମଦ୍ୟପାନ କରୁଛନ୍ତି । ଏ ଚିତ୍ର ସ୍ପଷ୍ଟ କରୁଛି ଯେ, ସରକାରୀ ବାବୁମାନେ କେତେ ଶୃଙ୍ଖଳିତ? ଏନେଇ ଆମେ ଅଫିସରଙ୍କ ପ୍ରତିକ୍ରିୟା ନେଇଥିଲୁ ।

Comments are closed.