ଦଳର ପରାଜୟ ପରେ ନବୀନ ନିବାସରେ ବିଜେଡି ନେତାଙ୍କ ଭିଡ

ଦଳର ପରାଜୟ ପରେ ନବୀନ ନିବାସରେ ପ୍ରମୁଖ ବିଜେଡି ନେତାଙ୍କ ଭିଡ଼ ରହିଛି। ନବୀନ ନିବାସରେ ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ଦେବୀ ମିଶ୍ର, ଅତନୁ ସବ୍ୟସାଚୀ ଏବଂ ପ୍ରଣବ ପ୍ରକାଶ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି। ଅନ୍ୟପଟେ, ଆଜି ରାଜଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେବେ ନବୀନ ପଟ୍ଟନାୟକ। ଏଥିପାଇଁ ସେ ରାଜଭବନ ଅଭିମୁଖେ ବାହାରିଯାଇଛନ୍ତି।

Comments are closed.