ବଦଳିଲେ ଖୋର୍ଦ୍ଧା ଏସପି
ଖୋର୍ଦ୍ଧା(ମନୋରଞ୍ଜନ ପ୍ରଧାନ) : ବଦଳିଲେ ଖୋର୍ଦ୍ଧା SP ଅଲେଖ ଚନ୍ଦ୍ର ପହି | ଓଡିଶା ଗୃହ ବିଭାଗ,ଆଇପିଏସ ସ୍ତରରେ ବଡ ଅଦଳ ବଦଳ ପରେ, ଖୋର୍ଦ୍ଧାର ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ଦା୍ୱିତ୍ୟ ନେବେ 2017 ବ୍ୟାଚ ର IPS ସିଦ୍ଧାର୍ଥ କାଟାରିଆ ପୂର୍ବରୁ ସେ ନୟାଗଡ଼ SP ଭାବେ ଦା୍ୱିତ୍ୟ ରେ ଥିଲେ | ବର୍ତ୍ତମାନର ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକଙ୍କୁ ନୟାଗଡ଼ ବଦଳି କରାଯାଇଛି |
Comments are closed.