କଣ ପାଇଁ ଏତେ ଅଧିକ ସୁନା ପିନ୍ଧି ଥାଆନ୍ତି Bappi Lahiri
ଅଭିନେତା ବାପି ଲେହରୀଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେ ନିଜର ସଙ୍ଗୀତ ପାଇଁ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଥିଲେ।ତାଙ୍କର ସଙ୍ଗୀତ ଅନେକ ଲୋକଙ୍କୁ ପସନ୍ଦ ଆସିଥାଏ।ଏହା ସହିତ ସେ ଜଣେ ବହୁତ ଭଲ ସଙ୍ଗୀତଜ୍ଞ ମଧ୍ୟ।ନିଜର ସଙ୍ଗୀତ ମାଧ୍ୟମରେ ସେ ସମସ୍ତଙ୍କୁ ବାନ୍ଧି ରଖିବାରେ ସଫଳ ହୋଇ ପାରନ୍ତି।ତାଙ୍କର କଣ୍ଠ ମଧ୍ୟ ଅନେକ ମାତ୍ରାରେ ଆକର୍ଷଣୀୟ ହୋଇ ଥାଏ।
ଯାହା ଫଳରେ ତାଙ୍କର ସଙ୍ଗୀତ ଶୁଣିବା ପାଇଁ ଲୋକମାନେ ଅନେକ ପସନ୍ଦ କରି ଥାଆନ୍ତି।ଏହା ସହିତ ସେ ନିଜର ସଙ୍ଗୀତ ସହିତ ନିଜର ବେଶ ଭୂଷା ପାଇଁ ଅନେକ ମାତ୍ରାରେ ପ୍ରସିଦ୍ଧ ମଧ୍ୟ ହୋଇ ପାରିଛନ୍ତି।ତେବେ ସେ ଭିନ୍ନ ଧରଣର ପୋଷାକରେ ସବୁ ସମୟରେ ଲୋକମାନଙ୍କ ସମ୍ମୁଖକୁ ଆସି ଥାଆନ୍ତି।
ବିଶେଷ ଭାବରେ ସେ ସବୁ ସମୟରେ ଅନେକ ସୁନା ପିନ୍ଧି ଥିବାର ଦେଖା ଯାଇ ଥାଆନ୍ତି।ଏହା ସହିତ ତାଙ୍କ ପାଖରେ ଅନେକ ପ୍ରକାରର ସୁନା ରହିଛି।ଏହା ସହିତ ସେ ଏହାକୁ ପିନ୍ଧି ଅନେକ ସମୟରେ ଲୋକମାନଙ୍କ ସମ୍ମୁଖକୁ ଆସି ଥାଆନ୍ତି।ତେବେ ଅନେକ ଲୋକଙ୍କ ମନରେ ଏହା ପ୍ରଶ୍ନ ଆସିଥାଏ କି ସେ କଣ ପାଇଁ ଏତେ ଅଧିକ ସୁନା ପିନ୍ଧି ଥାଆନ୍ତି।
ତେବେ ଏହା ପଛରେ ମଧ୍ୟ ସେହିପରି ଏକ ଅଦ୍ଭୁତ କାହାଣୀ ରହିଛି।ତେବେ ସେ ଆମେରିକାର ପ୍ରସିଦ୍ଧ ସଙ୍ଗୀତଜ୍ଞ ଏଲଭିସଙ୍କୁ ବହୁତ ମାନି ଥାଆନ୍ତି।ଯାହା ଫଳରେ ସେ ତାଙ୍କ ଭଳି ଦେଖା ଯିବାକୁ ଅନେକ ସମୟରେ ପ୍ରୟାସ କରି ଥାଆନ୍ତି।ଏହା ସହିତ ଏହି କାରଣ ପାଇଁ ସେ ଏତେ ଅଧିକ ସୁନା ପରିଧାନ କରି ଥାଆନ୍ତି।
ତେବେ ସେ ଯାହା ମଧ୍ୟ ହେଉ ତାଙ୍କର ଏହି ପ୍ରକାରର ବେଶ ପାଇଁ ଲୋକମାନେ ମଧ୍ୟ ତାଙ୍କୁ ଅନେକ ପସନ୍ଦ କରି ଥାଆନ୍ତି।ଏହା ସହିତ ଲୋକମାନେ ତାଙ୍କର ଏହି ଭିନ୍ନ ଧରଣର ବେଶ ପୋଷାକ ପାଇଁ ଅନେକ ସମୟରେ ତାଙ୍କୁ ଅନେକ ପ୍ରଶଂସା ମଧ୍ୟ କରି ଥାଆନ୍ତି।ତେବେ ସେ ବର୍ତ୍ତମାନ ଆଉ ଆମ ଗହଣରେ ନାହାନ୍ତି।
ସେ ଆମ ସମସ୍ତଙ୍କୁ ଛାଡ଼ି ୬୯ ବର୍ଷ ବୟସରେ ଚାଲି ଯାଇଛନ୍ତି।ତେବେ ତାଙ୍କର ଏପରି ଭାବରେ ମୃତ୍ୟୁ ହେବା ଫଳରେ ବର୍ତ୍ତମାନ ଅନେକ ଲୋକ ଦୁଃଖ ପ୍ରକାଶ କରିଛନ୍ତି।ତେବେ ତାଙ୍କର ଏପରି ଭାବରେ ମୃତ୍ୟୁ ହେବା ଫଳରେ ବର୍ତ୍ତମାନ ଅନେକ ଲୋକ ଦୁଃଖ ପ୍ରକାଶ କରିଛନ୍ତି।ତେବେ ମୁମ୍ବାଇର ଏକ ଚିକିତ୍ସାଳୟରେ ତାଙ୍କର ଚିକିତ୍ସା ହେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇ ଯାଇଛି।
ତେବେ ତାଙ୍କର ଶରୀର ଅନେକ ଦିନ ଧରି ଅସୁସ୍ଥ ରହି ଥିଲା।ଯେଉଁ କାରଣ ପାଇଁ ତାଙ୍କର ଚିକିତ୍ସା ହେଉଥିଲା।ତେବେ ଚିକିତ୍ସା ହେବା ସମୟରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।ଯାହା ଫଳରେ ବର୍ତ୍ତମାନ ଏହି ଘଟଣାକୁ ନେଇ ଅନେକ ଲୋକ ଦୁଃଖ ପ୍ରକାଶ କରିଛନ୍ତି।ତେବେ ସେ ସବୁଦିନ ପାଇଁ ଲୋକମାନଙ୍କ ମନରେ ରହିବେ।
Comments are closed.