ଏହାର କେବଳ ୧ ପତ୍ର ଉକୁଣୀ, ଗଜି,ଲିଖ ଆପଣଙ୍କ କେଶରୁ ମାରି କାଢ଼ିଦେବ

ସାଧାରଣ ଭାବରେ ଲୋକମାନଙ୍କ ପାଖରେ ଉକୁଣୀ, ଗଜି ଓ ନିଖ ଭଳି ସମସ୍ୟା ଦେଖା ଯାଇଥାଏ ଏହା ସହିତ ଏହି ସମସ୍ୟା ଦେଖାଯିବା ଫଳରେ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇ ଥାଆନ୍ତି।ଏହା ସହିତ ଏହି ସମସ୍ୟାର ସମାଧାନ କରିବା ପାଇଁ ସେମାନେ ବିଭିନ୍ନ ପ୍ରକାରର ଉପାୟ ଅନୁସରଣ କରି ଥାଆନ୍ତି କିନ୍ତୁ ସେମାନେ ସଫଳ ହୋଇ ପାରନ୍ତି ନାହିଁ।ତେବେ ଏହି ଉକୁଣୀ,ଗଜି ଓ ନିଖ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ବର୍ତ୍ତମାନ ଏକ ଘରୋଇ ଉପଚାର ସମ୍ପର୍କରେ ଆଲୋଚନା କରିବା।

ଏହି ଉକୁଣୀ,ଗଜି ଓ ନିଖ ଭଳି ସମସ୍ୟା ଦେଖାଯିବା ଫଳରେ ଲୋକମାନେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇ ଥାଆନ୍ତି।ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ସେମାନେ ଦୁଦୁରା ପତ୍ରକୁ ବ୍ୟବହାର କରି ପାରିବେ।ତେବେ ଏହି ପତ୍ର ସାଧାରଣ ଭାବରେ ଆମକୁ ରାସ୍ତା କଡ଼ରେ ମିଳି ଯାଇଥାଏ।

ଏହା ସହିତ ଏହି ସମସ୍ୟା ଦେଖା ଯିବା ପରେ ଆପଣ ଏହି ପତ୍ରକୁ ବ୍ୟବହାର କରି ଏଥିରୁ ସହଜରେ ମୁକ୍ତି ପାଇ ପାରିବେ।ତେବେ ଏହି ପତ୍ର ଆଣି ପ୍ରଥମେ ଏହାକୁ ଭଲ ଭାବରେ ଧୋଇ ଦେବା ଆବଶ୍ୟକ।ତେବେ ଏଥିରେ ଲାଗିଥିବା ସମସ୍ତ ଧୂଳି ଓ ମଳି ପ୍ରଥମେ ଭଲ ଭାବରେ ଧୋଇ ପରିଷ୍କାର କରି ଦେବା ଆବଶ୍ୟକ।

ଏହାପରେ ଏଥିରୁ ଆମେ ସେହି ଉକୁଣୀ,ଗଜି ଓ ନିଖ ସମସ୍ୟା ପାଇଁ ଉପଚାର ପ୍ରସ୍ତୁତ କରି ପାରିବା।ତେବେ ଏହି ସମସ୍ୟାର ସମାଧାନ ପାଇଁ ଆପଣଙ୍କୁ ପ୍ରଥମେ ଏହି ପତ୍ର ଗୁଡ଼ିକୁ ଭଲ ଭାବରେ ପେଶି ଏଥିରୁ ଏହାର ରସ ବାହାର କରିଦେବା ଆବଶ୍ୟକ।ଏହାପରେ ଏହାକୁ ଆମେ ନିଜର ଚୂଟିରେ ବ୍ୟବହାର କରି ପାରିବା।

ଏହାକୁ ଭଲ ଭାବରେ ପେଶିବା ପରେ ଏଥିରୁ ଭଲ ଭାବରେ ଏହାର ରସ ବାହାର କରିବା ଆବଶ୍ୟକ।ଏହାପରେ ଏହାକୁ ଆମେ ନିଜର ମୁଣ୍ଡରେ ବ୍ୟବହାର କରିବା ଫଳରେ ଆମର ଏହି ଉକୁଣୀ,ଗଜି ଓ ନିଖ ଭଳି ସମସ୍ୟାରୁ ସହଜରେ ମୁକ୍ତି ପାଇ ପାରିବା।ତେବେ ଏହାକୁ କିପରି ଭାବରେ ବ୍ୟବହାର କରିବା ଏହା ମଧ୍ୟ ଜାଣିବା ନିହାତି ଭାବରେ ଆବଶ୍ୟକ।

ଏହା ସହିତ ଏହାକୁ ବ୍ୟବହାର କରିବା ପାଇଁ ଆପଣଙ୍କୁ ଗାଧୋଇବା ପୂର୍ବରୁ ଏହାକୁ ନିଜର ମୁଣ୍ଡରେ ଲଗାଇ କିଛି ସମୟ ଛାଡ଼ିଦେବା ଆବଶ୍ୟକ।ତେବେ ଏହାକୁ ନିଜର ମୁଣ୍ଡରେ ଲଗାଇ ଏହାକୁ କିଛି ସମୟ ଛାଡ଼ିଦେବା ଫଳରେ ଏହା ଆମର ମୁଣ୍ଡରୁ ସହଜରେ ସମସ୍ତ ଉକୁଣୀ,ଗଜି ଓ ନିଖ ମାନଙ୍କୁ ବାହାର କରିଦେବ।

ଏହାପରେ ଆପଣ ଏହାକୁ ଭଲ ଭାବରେ ସଫା କରିବା ଆବଶ୍ୟକ।ଏପରି କରିବା ଫଳରେ ଆପଣ ଦେଖିବେ ଆପଣଙ୍କ ମୁଣ୍ଡରେ ଥିବା ସମସ୍ତ ଉକୁଣୀ,ଗଜି ଓ ନିଖ ସହଜରେ ବାହାରି ଯିବେ।ଏହା ସହିତ ଆପଣ ସମ୍ପୂର୍ଣ୍ଣ ଭାବରେ ଏହି ସମସ୍ୟାରୁ ମୁକ୍ତି ପାଇଜିବେ।

Comments are closed.