ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେବେ ଇମ୍ରାନ

ଆସନ୍ତା ଅଗଷ୍ଟ ୧୧ରେ ପାକିସ୍ତାନ ତେହେରିକ-ଇ-ଇନଶାଫ୍ ମୁଖ୍ୟ ଇମ୍ରାନ୍ ଖାନ୍ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେବେ ବୋଲି ସୂଚନା ମିଳିଛି । ଜୁଲାଇ ୨୫ରେ ସେଠାରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ୧୧୫ଟି ଆସନରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ ଇମ୍ରାନ । ଇସଲାମାବାଦରେ ଏକ ବିଜୟୀ ପାର୍ଥୀଙ୍କ ସହିତ କଥାହେବା ସମୟରେ ସେ ଶପଥ ଗ୍ରହଣ ବିଷୟରେ ସବିଶେଷ ବିବରଣୀ ଦେଇଥିଲେ ।

Comments are closed.